ETV Bharat / bharat

ମାଆ-ଝିଅଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ ଘଟଣା: 5 ଅଭିଯୁକ୍ତ ଗିରଫ

author img

By

Published : Jun 30, 2022, 7:35 PM IST

ଚଳନ୍ତା କାରରେ ମାଆ-ଝିଅଙ୍କୁ ଗଣଦୁଷ୍କର୍ମ କରିବା ମାମଲାର ସମସ୍ତ ୫ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ମାଆ-ଝିଅଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ ଘଟଣା: 5 ଅଭିଯୁକ୍ତ ଗିରଫ
ମାଆ-ଝିଅଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ ଘଟଣା: 5 ଅଭିଯୁକ୍ତ ଗିରଫ

ଡେରାଡୁନ: ଚଳନ୍ତା କାରରେ ମାଆ-ଝିଅଙ୍କୁ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ଗିରଫ । ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ 4 ଜଣ ଉତ୍ତରପ୍ରଦେଶର ହୋଇଥିବାବେଳେ ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା ।

ସୂଚନା ଅନୁଯାୟୀ, ଜୁନ୍ ୨୪ ଶୁକ୍ରବାର ବିଳମ୍ବିତ ରାତିରେ ଲିଫ୍ଟ ଦେବା ବାହାନାରେ ମାଆ ଓ ୫ ବର୍ଷର ନାବାଳିକାକୁ ଚଳନ୍ତା କାରରେ ଦୁଷ୍କର୍ମ କରିଥିଲେ କିଛି ଯୁବକ । ଉତ୍ତରାଖଣ୍ଡ ଡେରାଡୁନର ଋଡକୀ ସହରରେ ଘଟିଥିବା ଏହି ଛାତିଥରା ଘଟଣା । ଦୁଷ୍କର୍ମ ପରେ ମାଆ ଓ ଝିଅଙ୍କୁ ପିଶାଚମାନେ ରାସ୍ତାକଡକୁ ଫିଙ୍ଗି ଦେଇଥିଲେ । ଗୁରୁତର ଅବସ୍ଥାରେ ମହିଳା ଜଣକ ଥାନାରେ ପହଞ୍ଚି ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତ କରି ଘଟଣାର ୬ ଦିନ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.