ETV Bharat / bharat

Rahul Gandhi On Chinese Kidnapping: କାହିଁକି ଚୁପ୍ ମୋଦି, କହିଲେ ରାହୁଲ - ଚୀନ ଅପହରଣ ଘଟଣାରେ ମୋଦିଙ୍କୁ ରାହୁଲଙ୍କ କଟାକ୍ଷ

ଚୀନର ଦାଦାଗିରି ନେଇ ପିଏମ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ । ଗତକାଲି ଭାରତ ସୀମାରେ ଅନୁପ୍ରବେଶ କରି ଚୀନ ସୈନ୍ୟ ଜଣେ ଭାରତୀୟ ନାବାଳକଙ୍କୁ ଅପହରଣ କରି ନେଇଛନ୍ତି । ଏହାକୁ ନେଇ ମୋଦିଙ୍କୁ କଟାକ୍ଷ କରିବାରୁ ମଉକା ପାଇଛନ୍ତି ରାହୁଲ । ଟ୍ବିଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଅଧିକ ପଢନ୍ତୁ

Rahul Gandhi On Chinese Kidnapping
Rahul Gandhi On Chinese Kidnapping
author img

By

Published : Jan 20, 2022, 12:12 PM IST

ନୂଆଦିଲ୍ଲୀ: ଚୀନର ଦାଦାଗିରି ନେଇ ପିଏମ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ । ଗତକାଲି ଭାରତ ସୀମାରେ ଅନୁପ୍ରବେଶ କରି ଚୀନ ସୈନ୍ୟ ଜଣେ ଭାରତୀୟ ନାବାଳକଙ୍କୁ ଅପହରଣ କରି ନେଇଛନ୍ତି । ଏହାକୁ ନେଇ ମୋଦିଙ୍କୁ କଟାକ୍ଷ କରିବାରୁ ମଉକା ପାଇଛନ୍ତି ରାହୁଲ । ଟ୍ବିଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଭାରତର ଭବିଷ୍ୟତକୁ ଅପରହଣ ଘଟଣାରେ କାହିଁକ ଚୁପ ବସିଛନ୍ତି ପିଏମ । ପ୍ରଧାନମନ୍ତ୍ରୀଙ୍କ ଚୁପ ରହିବା ସ୍ପଷ୍ଟ କରିଛି ଯେ ତାଙ୍କୁ କିଛି ଫରକ ପଡିନାହୁଁ ।

  • गणतंत्र दिवस से कुछ दिन पहले भारत के एक भाग्य विधाता का चीन ने अपहरण किया है- हम मीराम तारौन के परिवार के साथ हैं और उम्मीद नहीं छोड़ेंगे, हार नहीं मानेंगे।

    PM की बुज़दिल चुप्पी ही उनका बयान है- उन्हें फ़र्क़ नहीं पड़ता!

    — Rahul Gandhi (@RahulGandhi) January 20, 2022 " class="align-text-top noRightClick twitterSection" data=" ">

ସେ ଆହୁରି କହିଛନ୍ତି ଗଣତନ୍ତ୍ର ଦିବସକୁ ଦିନ କେଇଟା ବାକି ଥିବାବେଳେ ଭାରତର ଜଣେ ଭବିଷ୍ୟତକୁ ଚୀନ ଅପହରଣ କରି ନେଇଛି । ଆମେ ମିରାମଙ୍କ ପରିବାର ସହିତ ଅଛୁ । ଆମେ ଆଶା ଛାଡିବୁ ନାହିଁ । ହାର ମାନିବୁ ନାହିଁ ବୋଲି ଟ୍ବିଟ କରି କହିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀଙ୍କ ନୀରବତା ହେଉଛି ତାଙ୍କର ବିବୃତ୍ତି ଯେ ସେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ ବୋଲି ରାହୁଲ କହିଛନ୍ତି ।

ଏହି ବି ପଢନ୍ତୁ...ଅରୁଣାଚଳରୁ ନାବାଳକକୁ ଅପହରଣ କଲା ଚୀନ

ପ୍ରକାଶ ଥାଉ କି ଗତକାଲି ଚୀନ ପିପଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଜଣେ ନାବାଳକଙ୍କୁ ଅପହରଣ କରିଛି । ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷୀୟ ମିରାମ ତାରୋନଙ୍କୁ ପିଏଲଏ ସୈନ୍ୟମାନେ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.