ETV Bharat / bharat

ହୁଗୁଳିରେ ଜନସଭାକୁ ସମ୍ବୋଧିତ କଲେ ମୋଦି, କହିଲେ ବଙ୍ଗବାସୀଙ୍କ ଦୃଷ୍ଚିଭଙ୍ଗୀ ସ୍ପଷ୍ଟ - କୋଲକାତାରେ ମୋଦି

ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗର ହୁଗୁଳିରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ହୁଗୁଳିରେ ଜନସଭାକୁ ସମ୍ବୋଧିତ କଲେ ମୋଦି , ଟିଏମସି ଉପରେ ସିଧା ଆକ୍ରମଣ

author img

By

Published : Apr 3, 2021, 7:48 PM IST

କୋଲକାତା: ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗର ହୁଗୁଳିରେ ଏକ ବିଶାଳ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଟିଏମସିକୁ ସିଧାସଳଖ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ବଙ୍ଗ ଲୋକଙ୍କ ପାଇଁ କଣ ସଠିକ, କଣ କରିବା ଉଚିତ ଏଥିରେ ବଙ୍ଗବାସୀଙ୍କ ଦୃଷ୍ଟିଭଙ୍ଗୀ ସମ୍ପୂର୍ଣ୍ଣ ସ୍ପଷ୍ଟ ଓ ସେମାନେ କେବେ ଏଥିରେ ଭ୍ରମିତ ହେବେ ନାହିଁ ବୋଲି ମୋଦି କହିଛନ୍ତି । ବଙ୍ଗର ଲୋକେ ଏଥର ସ୍ପଷ୍ଟ ବହୁମତ ସପକ୍ଷରେ ସେମାନଙ୍କ ଭୋଟ ଦେବେ ବୋଲି ମତ ରଖିଛନ୍ତି ମୋଦି ।

ବଙ୍ଗବାସୀଙ୍କ ସହ ତୃଣମୂଳ କଂଗ୍ରେସ ଅନ୍ୟାୟ କରିଛି । ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ସେମାନଙ୍କ କଥା ଭୁଲି ଯାଇଛି । ମମତାଙ୍କ ନାଁ ନେଇ ମୋଦି କହିଛନ୍ତି ଦିଦିଙ୍କ ହାତରୁ କ୍ଷମତା ଯାଇ ସାରିଛି । ତେବେ ମେ 2 ତାରିଖରେ ଯେଉଁ ସରକାର ବନିବ ତାହା ଡବଲ ଇଞ୍ଜିନ ସରକାର ବନିବ ବୋଲି ମୋଦି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତୃଣମୂଳ କଂଗ୍ରେସ ନିଜେ ବଙ୍ଗ ପ୍ରତି ବିପଦ ବନିସାରିଛି । ଏକଥା ବଙ୍ଗବାସୀ ବୁଝି ସାରିଛନ୍ତି । ତାହା ଚଳିତ ନିର୍ବାଚନରେ ପ୍ରତିଫଳିତ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.