ETV Bharat / bharat

ସୋନିଆଙ୍କୁ କୋରୋନା: ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

author img

By

Published : Jun 2, 2022, 5:36 PM IST

କୋଭିଡ ଆକ୍ରାନ୍ତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ ଆକ୍ରାନ୍ତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏନେଇ ଟ୍ବିଟ କରିଛନ୍ତି । ଆଜି (ଗୁରୁବାର) ପୂର୍ବାହ୍ନରେ ସୋନିଆ କୋଭିଡ ସଂକ୍ରମିତ ହୋଇଥିବା ଟେଷ୍ଟିଂ ରିପୋର୍ଟରୁ ଜଣାପଡିଛି । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି । ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍‌ ୮ ତାରିଖରେ ଇଡିରେ ହାଜର ହେବାକୁ ମଧ୍ୟ ସୋନିଆଙ୍କୁ ନୋଟିସ ରହିଛି ।

  • Wishing Congress President Smt. Sonia Gandhi Ji a speedy recovery from COVID-19.

    — Narendra Modi (@narendramodi) June 2, 2022 " class="align-text-top noRightClick twitterSection" data=" ">

ଆଜି ତାଙ୍କ ଠାରେ କୋଭିଡ ଲକ୍ଷଣ ସ୍ବରୁପ ସାମାନ୍ୟ ଜ୍ବର ଦେଖାଯିବା ପରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେ କୋଭିଡରେ ସଂକ୍ରମିତ ହୋଇଥିବା ରିପୋର୍ଟରୁ ଜଣା ପଡିଥିଲା । ବର୍ତ୍ତମାନ ସେ ସଙ୍ଗରୋଧରେ ରହିଥିବା ଦଳର ମୁଖ୍ୟ ମୁଖପାତ୍ର ରଣଦ୍ବୀପ ସୂର୍ଯ୍ୟେୱାଲା ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.