ETV Bharat / bharat

ନଡ୍ଡାଙ୍କ ବୟାନ, ତିନ୍‌ ତଲାକରୁ ମୁସଲିମ ଭଉଣୀଙ୍କୁ ସୁରକ୍ଷା ଦେଇଛନ୍ତି ମୋଦି

author img

By

Published : Feb 28, 2021, 10:20 PM IST

ବିଶ୍ବର କୋଠର ଇସଲାମ ଦେଶଗୁଡିକରେ ତିନି ତଲାକ ବିଲିନ ହୋଇଯାଇଛି କିନ୍ତୁ ଆମ ଦେଶରେ ପ୍ରଚଳିତ ହେଉଥିଲା । ଯାହାକୁ ପିଏମ ମୋଦି ରଦ୍ଦ କରିଛନ୍ତି ଏବଂ ମୁସଲିମ ଭଉଣୀମାନଙ୍କୁ ସୁରକ୍ଷା ଦେଇଛନ୍ତି ବୋଲି ବିଜେପ ଅଧ୍ୟକ୍ଷ ଜେପି ନଡ୍ଡା ବାରଣାସୀରେ କହିଛନ୍ତି । ଅଧିକ ପଢନ୍ତୁ...

BJP President JP Nadda
ନଡ୍ଡାଙ୍କ ବୟାନ, ତିନ୍‌ ତଲାକରୁ ମୁସଲିମ ଭଉଣୀଙ୍କୁ ସୁରକ୍ଷା ଦେଇଛନ୍ତି ମୋଦି

ଲକ୍ଷ୍ନୌ: ବିଶ୍ବର କଠୋର ଇସଲାମ ଦେଶ ଗୁଡିକରେ ତିନ୍‌ ତଲାକ ରଦ୍ଧ ହୋଇଯାଇଛି କିନ୍ତୁ ଆମ ଦେଶରେ ପ୍ରଚଳିତ ହେଉଥିଲା । ଯାହାକୁ ପିଏମ ମୋଦି ରଦ୍ଦ କରିଛନ୍ତି ଏବଂ ମୁସଲିମ ଭଉଣୀମାନଙ୍କୁ ଦୀର୍ଘ ଦିନ ଧରି ସାମ୍ନା କରିଆସୁଥିବା ଅନ୍ୟାୟରୁ ରକ୍ଷା କରିଛନ୍ତି ବୋଲି କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଦୁଇଦିନିଆ ବାରଣାସୀ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏଠାରେ ଜେପି ନଡ୍ଡା ତିନ୍‌ ତଲାକ ବିଷୟରେ କହିଛନ୍ତି । ନଡ୍ଡା କହିଛନ୍ତି, ଇରାନ, ଇରାକ, ସିରିଆ ପରି ଇସଲାମ ରାଷ୍ଟ୍ରଗୁଡ଼ିକରେ ତିନ୍‌ ତାଲାକ ନାହିଁ । କିନ୍ତୁ ଆମର ଧର୍ମନିରପେକ୍ଷ ଦେଶରେ ଏହା ପ୍ରଚଳିତ ହେଉଥିଲା । ଆମେ ନିଜକୁ ପ୍ରଗତିଶୀଳ ଭାବରେ ପ୍ରଶଂସା କରୁଥିଲୁ । ପ୍ରଧାନମନ୍ତ୍ରୀ ମୋଦି ମୁସଲମାନ ଭଉଣୀମାନଙ୍କୁ ତିନ୍‌ ତଲାକ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ଏବଂ ଏହି ତଲାକ ପ୍ରଥାକୁ ରଦ୍ଦ କରିଛନ୍ତି ।

2019 ଅଗଷ୍ଟ 1 ସଂସଦରେ ତିନ୍‌ ତଲାକକୁ ରଦ୍ଦ କରାଯାଥିଲା । ଆଇନ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ ଭାବରେ ଘୋଷଣା କରାଯାଇଛି । ଦୀର୍ଘ ବର୍ଷ ହେଲା ଭାରତରେ ପ୍ରଚଳିତ ହେଉଥିବା ଏହି କୁ ପ୍ରଥା ଯୋଗଁ ଭାରତରେ ମୁସଲିମାନ ମହିଳାମାନେ ନିର୍ଯାତନାର ଶିକାର ହେଉଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.