ETV Bharat / bharat

ଶିଖଗୁରୁ ତେଗ ବାହାଦୂରଙ୍କ 400ତମ ଜନ୍ମବାର୍ଷିକୀ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଉଚ୍ଚସ୍ତରୀୟ ବୈଠକ - 400th Birth Anniversary of Guru Tegh Bahadur

ଆଜି ନବମ ଶିଖ ଗୁରୁ ତେଗ ବାହାଦୂରଙ୍କ 400ତମ ଜନ୍ମ ବାର୍ଷିକୀ । ତାଙ୍କୁ ସ୍ମରଣ କରିବା ଉଦ୍ଦ୍ୟେଶରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ  ମୋଦି
ପ୍ରଧାନମନ୍ତ୍ରୀ ମୋଦି
author img

By

Published : Apr 8, 2021, 8:25 AM IST

ନୂଆଦିଲ୍ଲୀ: ଆଜି ନବମ ଶିଖ ଗୁରୁ ତେଗ ବାହାଦୂରଙ୍କ 400ତମ ଜନ୍ମ ବାର୍ଷିକୀ । ତାଙ୍କୁ ସ୍ମରଣ କରିବା ଉଦ୍ଦ୍ୟେଶରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ । ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷ ସାରା ହେବାରୁ ଥିବା କାର୍ଯ୍ୟକ୍ରମକୁ ନେଇ ଯୋଜନା କରାଯିବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ବାରା ପ୍ରକାଶିତ ହୋଇଥିବା ବିବୃତ୍ତିରୁ ଜଣାପଡିଛି ।

ଏହି ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାରଙ୍କ ଦ୍ବାରା ଶିଖ ଗୁରୁ ତେଗ ବାହାଦୂରଙ୍କ 400ତମ ଜନ୍ମ ବାର୍ଷିକୀକୁ ନେଇ ବିଭିନ୍ନ ଯୋଜନା ଓ କାର୍ଯ୍ଯକ୍ରମକୁ କେନ୍ଦ୍ର କରି 2020 ଅକ୍ଟୋବର 24ରେ ପ୍ରସ୍ତୁତ କରାଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଅଧକ୍ଷତା କରିବେ । ଉଚ୍ଚ ସ୍ତରୀୟ କମିଟି (HCL) ରେ 70 ଜଣ ସଦ୍ୟସ ରହିଛନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.