ETV Bharat / bharat

ଆଜି ମତୁଆ ଧର୍ମ ମହାମେଳାକୁ ସମ୍ବୋଧିତ କରିବେ ମୋଦି

ଆଜି (ସୋମବାର) ମତୁଆ ଧର୍ମ ମହାମେଳାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Mar 29, 2022, 8:11 AM IST

ନୂଆଦିଲ୍ଲୀ: ଆଜି (ସୋମବାର) ମତୁଆ ଧର୍ମ ମହାମେଳାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମେଳା ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ୨୧୧ତମ ଜନ୍ମବାର୍ଷିକୀରେ ପଶ୍ଚିମବଙ୍ଗର ଶ୍ରୀଧାମ ଠାକୁନଗରରେ ଆୟୋଜିତ ହେବ । ଆଭାସି ଜରିଆରେ ମେଳାକୁ ସମ୍ବୋଧିତ କରିବେ ମୋଦି । ଅପରାହ୍ନ ୪ଟା ୩୦ରେ ଏହି ମେଳାର ଉଦଘାଟନ ହେବ ।

  • I am honoured to be addressing the Matua Dharma Maha Mela 2022 at 4:30 PM tomorrow, 29th March. We shall also mark the Jayanti of the great Sri Sri Harichand Thakur Ji, who devoted his entire life for social justice and public welfare. https://t.co/1DJaRpqLK9

    — Narendra Modi (@narendramodi) March 28, 2022 " class="align-text-top noRightClick twitterSection" data=" ">

ଏହି ମେଳା ଅଲ ଇଣ୍ଡିଆ ମତୁଆ ମହାସଂଘଙ୍କ ଦ୍ବାରା ଆୟୋଜିତ ହୋଇଛି । ଏହା ଏପ୍ରିଲ ୫ ତାରିଖରେ ଶେଷ ହେବ । ଏହି ମେଳାକୁ ସମ୍ବୋଧିତ କରିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ଏହି ମେଳାକୁ ସମ୍ବୋଧିତ କରୁଥିବା ବେଶ ଖୁସି ଓ ଗର୍ବିତ ଅନୁଭବ କରୁଛି । ମହାନ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କର ଜୟନ୍ତୀ ଯିଏ ସାମାଜିକ ନ୍ୟାୟ ଏବଂ ଜନ କଲ୍ୟାଣ ପାଇଁ ନିଜର ସମସ୍ତ ଜୀବନକୁ ଉତ୍ସର୍ଗ କରିଥିଲେ । ୨୦୧୯ ଫେବୃଆରୀରେ ଠାକୁରନଗର ପରିଦର୍ଶନ କରିବାର ସୁଯୋଗ ପାଇଥିଲି । ଏହା ଏପରି ଏକ ପରିଦର୍ଶନ ଯାହା ମୁଁ କେବେ ବି ଭୁଲି ପାରିବି ନାହିଁ । ବୋରୋ ମା ବୀଣାପାଣି ଠାକୁରଙ୍କ ଆଶୀର୍ବାଦ ପାଇବା ଅତ୍ୟନ୍ତ ସ୍ବତନ୍ତ୍ର ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • In February 2019, I had the opportunity to visit Thakurnagar. This is a visit that I will never forget. It was very special to get the blessings of Boro Ma Binapani Thakur. pic.twitter.com/dUdBjIRkdv

ସ୍ବାଧୀନତା ପୂର୍ବ ଯୁଗରେ ବେଙ୍ଗଲରେ ଦଳିତ ତଥା ବଞ୍ଚିତ ବ୍ୟକ୍ତିଙ୍କ ଉନ୍ନତି ପାଇଁ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ଜୀ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ୧୮୬୦ ମସିହାରେ ତାଙ୍କ ଦ୍ବାରା ଆରମ୍ଭ ହୋଇଥିବା ସାମାଜିକ ତଥା ଧାର୍ମିକ ଆନ୍ଦୋଳନ ଓରାକାଣ୍ଡିରୁ (ବର୍ତ୍ତମାନ ବାଂଲାଦେଶରେ ରହିଛି) ମତୁଆ ଧର୍ମ ସୃଷ୍ଟି କରିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.