ETV Bharat / bharat

Mann Ki Baat: ଆଜି ମନ କଥା କହିବେ ମୋଦି

ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address 88th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହା 88ତମ ସଂସ୍କରଣ । ଅଧିକ ପଢନ୍ତୁ

ଆଜି ମନ କଥା କହିବେ ମୋଦି
ଆଜି ମନ କଥା କହିବେ ମୋଦି
author img

By

Published : Apr 24, 2022, 7:31 AM IST

ନୂଆଦିଲ୍ଲୀ: ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address 88th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହା 88ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ବିଧାନସଭା ନିର୍ବାଚନରେ ବିରାଟ ବିଜୟ ପରେ ଦ୍ବିତୀୟ ଥର ପାଇଁ ମନ କଥା କହିବେ ମୋଦି । ବିଜେପି ଅଧକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍ ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ମାର୍ଚ୍ଚରେ 87ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଭୋକାଲକୁ ଲୋକାଲ କରିବାକୁ ଆହ୍ବାନ ଦେଇଥିଲେ । ଏହାସିହତ ଓଡିଆ ପୁଅ ରାହୁଲ ମହାରଣା ଓ ମହାରାଷ୍ଟ୍ରର ଚନ୍ଦ୍ରଶେଥର ପାଟିଲଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ମୋଦି । ନାଗରିକତା ଦୁଷ୍ଟିରୁ ଆମେ ସ୍ବାସ୍ଥ୍ୟ, ପୋଷଣ ହେଉ କି ସ୍ବଚ୍ଛତା ସମସ୍ତ ଦିଗରେ କର୍ତ୍ତବ୍ୟ କରିବାକୁ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.