ETV Bharat / bharat

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ କଥା ହେଲା ପ୍ରଧାନମନ୍ତ୍ରୀ

author img

By

Published : Aug 16, 2022, 10:57 PM IST

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ କଥା ହେଲା ପ୍ରଧାନମନ୍ତ୍ରୀ । ଦ୍ବିପାକ୍ଷିକ ପ୍ରସଙ୍ଗ ସହ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢନ୍ତୁ

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ କଥା ହେଲା ପ୍ରଧାନମନ୍ତ୍ରୀ
ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ କଥା ହେଲା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଫ୍ରାନ୍ସରେ ଦେଖା ଯାଇଥିବା ଜଙ୍ଗଲ ନିଆଁର ଆୟତ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ ।

  • PM Modi spoke to French President Emmanuel Macron & conveyed India’s solidarity with France in dealing with devastating wildfires

    "We discussed ongoing bilateral cooperation under India-France Strategic Partnership & other issues of global and regional significance," PM tweets pic.twitter.com/HmkBfmQpW4

    — ANI (@ANI) August 16, 2022 " class="align-text-top noRightClick twitterSection" data=" ">

PM Modi spoke to French President Emmanuel Macron & conveyed India’s solidarity with France in dealing with devastating wildfires

"We discussed ongoing bilateral cooperation under India-France Strategic Partnership & other issues of global and regional significance," PM tweets pic.twitter.com/HmkBfmQpW4

— ANI (@ANI) August 16, 2022

ସେହିପରି ଫ୍ରାନ୍ସ-ଭାରତ ରଣନୈତିକ ଭାଗିଦାରୀ ଓ ଦ୍ବିପାକ୍ଷିକ ସହଯୋଗ ଏହି ବାର୍ତ୍ତାଳାପରେ ସ୍ଥାନ ପାଇଥିଲା । ସମ୍ପ୍ରତିକ ବିଶ୍ବର କିଛି ପ୍ରମୁଖ ଘଟଣାବଳୀ ଓ ଆଞ୍ଚଳିକ ସ୍ଥିରତା ପ୍ରସଙ୍ଗରେ ମଧ୍ୟ ଦୁହେଁ ମତ ବିନିମୟ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଫ୍ରାନ୍ସରେ ଦେଖା ଯାଇଥିବା ଜଙ୍ଗଲ ନିଆଁର ଆୟତ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ ।

  • PM Modi spoke to French President Emmanuel Macron & conveyed India’s solidarity with France in dealing with devastating wildfires

    "We discussed ongoing bilateral cooperation under India-France Strategic Partnership & other issues of global and regional significance," PM tweets pic.twitter.com/HmkBfmQpW4

    — ANI (@ANI) August 16, 2022 " class="align-text-top noRightClick twitterSection" data=" ">

ସେହିପରି ଫ୍ରାନ୍ସ-ଭାରତ ରଣନୈତିକ ଭାଗିଦାରୀ ଓ ଦ୍ବିପାକ୍ଷିକ ସହଯୋଗ ଏହି ବାର୍ତ୍ତାଳାପରେ ସ୍ଥାନ ପାଇଥିଲା । ସମ୍ପ୍ରତିକ ବିଶ୍ବର କିଛି ପ୍ରମୁଖ ଘଟଣାବଳୀ ଓ ଆଞ୍ଚଳିକ ସ୍ଥିରତା ପ୍ରସଙ୍ଗରେ ମଧ୍ୟ ଦୁହେଁ ମତ ବିନିମୟ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.