ETV Bharat / bharat

ଆସନ୍ତାକାଲି ପିଏମ ମୋଦିଙ୍କ 'ମନ କି ବାତ' କାର୍ଯ୍ୟକ୍ରମ

ରବିବାର ମୋଦିଙ୍କ 74 ତମ 'ମନ କି ବାତ' କାର୍ଯ୍ୟକ୍ରମ । ରବିବାର ଦିନ 11 ଟାରେ ଆରମ୍ଭ ହେବ ପିଏମ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

author img

By

Published : Feb 27, 2021, 10:37 PM IST

PM Modi maan ki baat programme
ରବିବାର ପିଏମ ମୋଦିଙ୍କ 'ମନ କି ବାତ' କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ରବିବାର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 74ତମ ମନ କି ବାତ କାର୍ଯ୍ୟକ୍ରମ । ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ରେଡିଓ ମାଧ୍ୟମରେ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ମୋଦି ଚଳିତ ମାସ ଆରମ୍ଭରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ 'ମନ କି ବାତ'ଙ୍କ ବିଷୟବସ୍ତୁ ବିଷୟରେ ଲୋକଙ୍କଠାରୁ ଧାରଣା ଏବଂ ପରାମର୍ଶ ଲଢିଥିଲେ । ଯେଉଁଠାରେ ସେ ବିଭିନ୍ନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରିଥିଲେ। ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ମନ କି ବାତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପୂର୍ବଥରେ ସେ କଳା,ସଂସ୍କୃତି ସହ ପର୍ଯ୍ୟଟନ ବିଷୟରେ ଆଲୋଚନା କରିଥିଲେ । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ବିକାଶର ନୂଆ ପଥକୁ ଅଗ୍ରସର ବିଭିନ୍ନ ବିଷୟରେ ଅବଗତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ମଧ୍ୟ ହୋଇଥାନ୍ତି । ସମାଜର ଅତି ନିମ୍ନସ୍ତରରେ ଥିବା ଲୋକଙ୍କ ସହିତ ମଧ୍ୟ ଜଡିତ ହୋଇଥାନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.