ନୂଆଦିଲ୍ଲୀ: ୨୦୨୧ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟେଲ ଜିତିଥିବା ହରନାଜ କୌର ସନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ହରନାଜ ସନ୍ଧୁଙ୍କ ଉଜ୍ବଳ ଭିବିଷ୍ୟତ କାମନା କରି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
-
Congratulations to Harnaaz Sandhu on being crowned Miss Universe. Best wishes to her for her future endeavours.
— Narendra Modi (@narendramodi) December 13, 2021 " class="align-text-top noRightClick twitterSection" data="
">Congratulations to Harnaaz Sandhu on being crowned Miss Universe. Best wishes to her for her future endeavours.
— Narendra Modi (@narendramodi) December 13, 2021Congratulations to Harnaaz Sandhu on being crowned Miss Universe. Best wishes to her for her future endeavours.
— Narendra Modi (@narendramodi) December 13, 2021
ଆଜି ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ହରନାଜଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଟ୍ବିଟ କରିଥିଲେ । ପୂର୍ବରୁ ମଧ୍ୟ ଭାରତୀୟ ସୁନ୍ଦରୀମାନେ ମିସ ୟୁନିଭର୍ସ ଟାଇଟେଲ ହାତେଇଥିଲେ । ଗତ ୨୦୦୦ ମସିହାରେ ଶେଷଥର ପାଇଁ ଲାରା ଦତ୍ତା ମିସ ୟୁନିଭର୍ସ ଭାବେ ଟାଇଟେଲ ହାତେଇ ଦେଶପାଇଁ ଗୌରବ ଆଣିଥିଲେ ।
-
Congratulations to Harnaaz Sandhu on being crowned as #MissUniverse2021. Once again a daughter of India makes the nation proud.
— Capt.Amarinder Singh (@capt_amarinder) December 13, 2021 " class="align-text-top noRightClick twitterSection" data="
Best wishes for all your future endeavours beta! pic.twitter.com/RH8CWNKbdT
">Congratulations to Harnaaz Sandhu on being crowned as #MissUniverse2021. Once again a daughter of India makes the nation proud.
— Capt.Amarinder Singh (@capt_amarinder) December 13, 2021
Best wishes for all your future endeavours beta! pic.twitter.com/RH8CWNKbdTCongratulations to Harnaaz Sandhu on being crowned as #MissUniverse2021. Once again a daughter of India makes the nation proud.
— Capt.Amarinder Singh (@capt_amarinder) December 13, 2021
Best wishes for all your future endeavours beta! pic.twitter.com/RH8CWNKbdT
ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ଭରତକୁ ଆସିଛି ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟେଲ । ୨୧ ବର୍ଷୀୟ ଭାରତୀୟ ମଡେଲ ହରନାଜ ୭୯ ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସମ୍ମନଜନକ ୭୦ତମ ମିସ ୟୁନିଭର୍ସ ଟାଇଟେଲ ହାତେଇବାରେ ସଫଲ ହୋଇଛନ୍ତି । ଚଳିତଥର ମିସ ୟୁନିଭର୍ସ ପ୍ରତିଯୋଗିତା ଇସ୍ରାଏଲରେ ଅନୁଷ୍ଠିତ ହୋଇଥିଲା । ଭାରତୀୟ ସୁନ୍ଦରୀ ହରନାଜ ପଞ୍ଜାବର ଚଣ୍ଡିଗତ ବାସିନ୍ଦା ହୋଇଥିବାବେଳେ ସେ ପୂର୍ବରୁ ମଧ୍ୟ କିଛି ପଞ୍ଜାବୀ ଚଳଚିତ୍ରରେ ଅଭିନୟ ମଧ୍ୟ କରିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ