ETV Bharat / bharat

PSLV-C 49ର ସଫଳ ଉତକ୍ଷେପଣ; ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Nov 7, 2020, 5:37 PM IST

10 ଉପଗ୍ରହ ସହ ସଫଳତାର ସହ ଇସ୍ରୋ ଲଞ୍ଚ କଲା PSLV-C 49 । ଇସ୍ରୋର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ..

PSLV-C 49ର ସଫଳ ଉତକ୍ଷେପଣ; ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
PSLV-C 49ର ସଫଳ ଉତକ୍ଷେପଣ; ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: 10 ଉପଗ୍ରହ ସହ ସଫଳତାର ସହ ଇସ୍ରୋ ଲଞ୍ଚ କଲା PSLV-C 49 । ଇସ୍ରୋର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । କୋଭିଡ ମହାମାରୀ କଟକଣା ଓ ସଙ୍କଟକୁ ଆମ ବୈଜ୍ଞାନିକଙ୍କ ପ୍ରତିବଦ୍ଧତା ଅଟକାଇ ପାରିନାହିଁ ବୋଲି ଟ୍ବିଟ ଯୋଗେ କହିଛନ୍ତି ମୋଦି ।

ଏହି ମିଶନରେ ଆମେରିକାର 4 ଟି ଏବଂ ଲକ୍ସେମବର୍ଗର 4 ଟି ଏବଂ ଲିଥୁଆର ଗୋଟିଏ ସହିତ ନଅ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯାଇଛି ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ( ଶନିବାର) ଅପରାହ୍ନ ଅପରାହ୍ନ 3 ଟା 2 ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ସଫଳତାର ସହ ଲଞ୍ଚ କରିଛି ଇସ୍ରୋ । ଇସ୍ରୋର ସାଟେଲାଇଟ ଇଓଏସ(Earth Observation Satellite)କୁ PSLV-C 49 ରକେଟ ଜରିଆରେ ଲଞ୍ଚ କରାଯାଇଛି ।

ଏହାଦ୍ବାରା ଦେଶର ନୀରିକ୍ଷଣ ବ୍ୟବସ୍ଥା ସୁଦୃଢ ହେବା ସହିତ ସାମୁଦ୍ରିକ ସୀମାରେ ଉପରେ ଆହୁରି ତୀକ୍ଷ୍ଣ ନଜର ରଖାଯାଇପାରିବ । ରାତିରେ ବି ଏଣିକି ପୃଥିବୀର ସ୍ପଷ୍ଟ ଚିତ୍ର ଦେଖାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.