ETV Bharat / bharat

ଭାରତ ଓ ଭୁଟାନର ମିଳିତ ଉଦ୍ୟମରେ ଶୁଭାରମ୍ଭ RUPAY CARD - ଶୁଭାରମ୍ଭ ହେବ RUPAY CARD

ଭାରତ ଓ ଭୁଟାନ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଆଜି ଭୁଟାନରେ ଦ୍ଵିତୀୟ ପର୍ଯ୍ୟାୟ RUPAY CARD ର ଶୁଭାରମ୍ଭ କରିଛନ୍ତି । ରୂପେ କାର୍ଡ ହେଉଛି ଭିସା କିମ୍ବା ମାଷ୍ଟରକାର୍ଡ ପରି ଭାରତୀୟ ପେମେଣ୍ଟ ଗେଟୱେ ।

ଭାରତ ଓ ଭୁଟାନର ମିଳିତ ଉଦ୍ୟମରେ ଶୁଭାରମ୍ଭ ହେବ RUPAY CARD

author img

By

Published : Nov 20, 2020, 11:27 AM IST

ନୂଆଦିଲ୍ଲୀ: ଆଜି ଭାରତ ଓ ଭୁଟାନ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଭୁଟାନରେ ଦ୍ଵିତୀୟ ପର୍ଯ୍ୟାୟ RUPAY CARD ର ଶୁଭାରମ୍ଭ କରିଛନ୍ତି l ଦ୍ବିତୀୟ ପର୍ଯ୍ୟାୟ ଅଧିନରେ ଭୁଟାନର ପରିଦର୍ଶକମାନେ ଭାରତରେ ରୂପେ କାର୍ଡ ନେଟୱର୍କର ସୁବିଧା ନେଇପାରିବେ ।

ଭାରତ ସରକାର ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଭାରତ ଓ ଭୁଟାନ ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି । ଉଭୟ ଦେଶପ୍ରତି ଉତ୍ତମ ବୁଝାମଣା, ସମ୍ମାନ, ଭାତୃଭାବ, ସଂସ୍କୃତି ଓ ଐତିହ୍ୟ ଯୋଗୁଁ ଏହା ଅଧିକ ସୁଦୃଢ ହୋଇଛି ।

ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭୁଟାନ ଠାରେ ଗତ ବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିଲା । ରୂପେ କାର୍ଡର ପ୍ରଥମ ପର୍ଯ୍ୟାୟ ତ୍ବରାନ୍ବିତ ହେବା ଫଳରେ ଭାରତରୁ ଭୁଟାନ ଯାଉଥିବା ପରିଦର୍ଶକମାନେ ସାରା ଭୁଟାନରେ ଏଟିଏମ ଓ ପିଓଏସ ଟର୍ମିନାଲର ବ୍ୟବହାର କରିପାରିବେ ।

ରୂପେ କାର୍ଡ ହେଉଛି ଭିସା କିମ୍ବା ମାଷ୍ଟରକାର୍ଡ ପରି ଭାରତୀୟ ପେମେଣ୍ଟ ଗେଟୱେ ।ମେ 2018ରେ ସିଙ୍ଗାପୁରରେ ଏହାକୁ ଲଞ୍ଚ କରାଯାଇଥିଲା । ପରେ ଭୁଟାନ ଓ ମାଲଦ୍ବୀପରେ । ୟୁଏଇ ହେଉଛି ପ୍ରଥମ ଗଲ୍ପ ଦେଶ ଯେଉଁଠି ଏହି ଆରମ୍ଭ ହୋଇଥିଲା । ପରେ ବହାରେନ, ସାଉଦି ଆରବରେ ହଜାର ହଜାର ଭାରତୀୟ ଟଙ୍କା ପଠାଇ ପାରୁଥିଲେ । ଅଷ୍ଟ୍ରେଲିଆ, ମିଆଁମାର ଭଳି ଅନ୍ୟ ଦେଶ ଏବେ ଏହାକୁ ଆପଣାଇବାକୁ ଯାଉଛନ୍ତି ।

2014ରେ , 600 ନିୟୁତ ଲୋକେ ରୂପେ କାର୍ଡ ବ୍ୟବହାର କରନ୍ତି । ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ କିମ୍ବା NPCI ର ଏକ ଉତ୍ପାଦ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.