ନୂଆଦିଲ୍ଲୀ: ଆଜି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ଇଦ ପର୍ବ ବା ଇଦ୍-ଉଲ-ଫିତର । ମାସ ଯାକ ନିଷ୍ଠାର ସହ ଉପବାସ ରଖିବା ପରେ ଆଜି ଦିନଟି ମୁସଲମାନ ସମ୍ପ୍ରଦାୟଙ୍କ ଜୀବନରେ ଆସେ ହର୍ଷୋଲ୍ଲାସର ପର୍ବ ହୋଇ । ଦୀର୍ଘ ଦୁଇ ବର୍ଷ ପରେ ଏହି ଭାଇଚାରାର ପର୍ବକୁ ଏକାଠି ମନାଇବେ ମୁସଲମାନ ଭାଇ ଭଉଣୀମାନେ । ସାରା ମସଜିଦ ଆଜି ନମାଜ ପାଠରେ କମ୍ପି ଉଠିବ । ସୃଷ୍ଟି କରିବ ଏକ ସାମୂହିକ ବାତାବରଣ ।
-
Warm greetings on the auspicious occasion of #EidUlFitr. May the spirit of #Eid bring happiness, peace, prosperity and lead us in the path of compassion and love.#EidMubarak pic.twitter.com/n5FtLIaLEX
— Naveen Patnaik (@Naveen_Odisha) May 3, 2022 " class="align-text-top noRightClick twitterSection" data="
">Warm greetings on the auspicious occasion of #EidUlFitr. May the spirit of #Eid bring happiness, peace, prosperity and lead us in the path of compassion and love.#EidMubarak pic.twitter.com/n5FtLIaLEX
— Naveen Patnaik (@Naveen_Odisha) May 3, 2022Warm greetings on the auspicious occasion of #EidUlFitr. May the spirit of #Eid bring happiness, peace, prosperity and lead us in the path of compassion and love.#EidMubarak pic.twitter.com/n5FtLIaLEX
— Naveen Patnaik (@Naveen_Odisha) May 3, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଇଦ୍ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହ ଟ୍ବିଟ କରି କହିଛନ୍ତି,"ଏହି ଶୁଭ ଅବସର ଆମ ସମାଜରେ ଏକତା ଏବଂ ଭାଇଚାରାର ମନୋଭାବକୁ ବଢ଼ାଇବ । ସାରା ଦେଶବାସୀ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧତା ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ" ।
-
Best wishes on Eid-ul-Fitr. May this auspicious occasion enhance the spirit of togetherness and brotherhood in our society. May everyone be blessed with good health and prosperity.
— Narendra Modi (@narendramodi) May 2, 2022 " class="align-text-top noRightClick twitterSection" data="
">Best wishes on Eid-ul-Fitr. May this auspicious occasion enhance the spirit of togetherness and brotherhood in our society. May everyone be blessed with good health and prosperity.
— Narendra Modi (@narendramodi) May 2, 2022Best wishes on Eid-ul-Fitr. May this auspicious occasion enhance the spirit of togetherness and brotherhood in our society. May everyone be blessed with good health and prosperity.
— Narendra Modi (@narendramodi) May 2, 2022
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଇଦର ଶୁଭେଚ୍ଛା ଜଣାଇ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ୍ ମଧ୍ୟ ରାଜ୍ୟବାସୀଙ୍କୁ ପବିତ୍ର ଇଦ୍ର ଅଭିନନ୍ଦନ ଜଣାଇଛନ୍ତି । ଶାନ୍ତି-ମୈତ୍ରୀ-ହର୍ଷୋଲ୍ଲାସର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ମୁସଲମାନ ଭାଇ ଭଉଣୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ବାନ ଦେଇଛନ୍ତି ।