ETV Bharat / bharat

ପବିତ୍ର ଇଦ୍‌ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

author img

By

Published : May 3, 2022, 8:36 AM IST

Updated : May 3, 2022, 10:41 AM IST

ପବିତ୍ର ଇଦ ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ । ଅଧିକ ପଢନ୍ତୁ...

pm modi and cm naveen patnaik greets people on eid
ଇଦର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ନୂଆଦିଲ୍ଲୀ: ଆଜି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ଇଦ ପର୍ବ ବା ଇଦ୍‌-ଉଲ-ଫିତର । ମାସ ଯାକ ନିଷ୍ଠାର ସହ ଉପବାସ ରଖିବା ପରେ ଆଜି ଦିନଟି ମୁସଲମାନ ସମ୍ପ୍ରଦାୟଙ୍କ ଜୀବନରେ ଆସେ ହର୍ଷୋଲ୍ଲାସର ପର୍ବ ହୋଇ । ଦୀର୍ଘ ଦୁଇ ବର୍ଷ ପରେ ଏହି ଭାଇଚାରାର ପର୍ବକୁ ଏକାଠି ମନାଇବେ ମୁସଲମାନ ଭାଇ ଭଉଣୀମାନେ । ସାରା ମସଜିଦ ଆଜି ନମାଜ ପାଠରେ କମ୍ପି ଉଠିବ । ସୃଷ୍ଟି କରିବ ଏକ ସାମୂହିକ ବାତାବରଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଇଦ୍‌ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହ ଟ୍ବିଟ କରି କହିଛନ୍ତି,"ଏହି ଶୁଭ ଅବସର ଆମ ସମାଜରେ ଏକତା ଏବଂ ଭାଇଚାରାର ମନୋଭାବକୁ ବଢ଼ାଇବ । ସାରା ଦେଶବାସୀ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧତା ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ" ।

  • Best wishes on Eid-ul-Fitr. May this auspicious occasion enhance the spirit of togetherness and brotherhood in our society. May everyone be blessed with good health and prosperity.

    — Narendra Modi (@narendramodi) May 2, 2022 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଇଦର ଶୁଭେଚ୍ଛା ଜଣାଇ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ୍‌ ମଧ୍ୟ ରାଜ୍ୟବାସୀଙ୍କୁ ପବିତ୍ର ଇଦ୍‌ର ଅଭିନନ୍ଦନ ଜଣାଇଛନ୍ତି । ଶାନ୍ତି-ମୈତ୍ରୀ-ହର୍ଷୋଲ୍ଲାସର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ମୁସଲମାନ ଭାଇ ଭଉଣୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ବାନ ଦେଇଛନ୍ତି ।

Last Updated : May 3, 2022, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.