ETV Bharat / bharat

ଆଜି ପ୍ରଧାନମନ୍ତ୍ରୀ କହିବେ ‘ମନ୍‌ କି ବାତ୍‌’ - ସମ୍ବୋଧନ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ରବିବାର) 11ଟା ସମୟରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Nov 29, 2020, 6:51 AM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ରବିବାର) 1 ଟା ସମୟରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ । ନଭେମ୍ବର 17ରେ ହୋଇଥିବା କାର୍ଯ୍ୟକ୍ରମରେ 71 ତମ ସଂସ୍କରଣ ପାଇଁ ବିଭିନ୍ନ ବିଷୟଗୁଡିକ ବିଷୟରେ ପ୍ରଶ୍ନ କରିବାକୁ ଲୋକଙ୍କ ପରାମର୍ଶ ଲୋଡିଥିଲେ ।

ପ୍ରତ୍ୟେକ ‘ମନ୍ କି ବାତ୍’ରେ ଆମେ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରି ଉଲ୍ଲେଖନୀୟ ବ୍ୟକ୍ତିଙ୍କ ସଫଳତାକୁ ପାଳନ କରୁ । ବହୁତ ଉଦାହରଣ ଥିବା ବେଳେ ମୁଁ କିଛିଟା ସେୟାର କରିବାରେ ସମର୍ଥ ହୋଇଛି । କିନ୍ତୁ ମୁଁ ସମସ୍ତ ବିଷୟ ପଢେ ଓ ସେଗୁଡିକ ସତରେ ମୂଲ୍ୟବାନ ବୋଲି ମୋଦି ଟ୍ବିଟ କରି କହିଛନ୍ତି । ଏହାସହ 71ତମ ରେଡିଓ ସଂସ୍କରଣକୁ ନେଇ ଲୋକଙ୍କ ଚିନ୍ତାଧାରାକୁ ମୋଦି ଅଧିକ ଗୁରୁତ୍ବ ଦେଇଛନ୍ତି । ଏଥିପାଇଁ ସେ NaMo ଆପ୍ କିମ୍ବା MyGov ଆପରେ ନିଜର ଚିନ୍ତାଧାରା ସେୟାର କରିବାକୁ କହିଥିଲେ ।

ଅକ୍ଟୋବର 25 ରେ ପ୍ରସାରିତ ହୋଇଥିବା ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପାର୍ବଣ ଋତୁର ଶୁଭେଚ୍ଛା ଜଣାଇଥିଲେ ଓ ସ୍ଥାନୀୟ ଉତ୍ପାଦ ଉପରେ ଧ୍ୟାନ ଦେବାକୁ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.