ETV Bharat / bharat

ଟୀକାକରଣକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା, ରାହୁଲଙ୍କ ଉପରେ ବର୍ଷିଲେ ଗୋଏଲ

ଟିକା ଅଭାବକୁ ନେଇ ରାହୁଲ ମୋଦି ସରକାରଙ୍କୁ ସମାଲୋଚିତ କରିବା ପରେ ତାଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ । ଅଧିକ ପଢନ୍ତୁ...

ଟୀକାକରଣକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା, ରାହୁଲଙ୍କ ଉପରେ ବର୍ଷିଲେ ଗୋଏଲ
ଟୀକାକରଣକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା, ରାହୁଲଙ୍କ ଉପରେ ବର୍ଷିଲେ ଗୋଏଲ
author img

By

Published : Jul 2, 2021, 6:42 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ ଟୀକାକରଣକୁ ନେଇ ମୋଦି ସରକାରଙ୍କୁ ଟ୍ବିଟରରେ ସମାଲୋଚିତ କରିଥିଲେ । ଏହି ମନ୍ତବ୍ୟକୁ ନେଇ ରାହୁଲଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ । ମହାମାରୀ ବିରୋଧରେ ଚାଲିଥିବା ଲଢେଇ ସମୟରେ ଏଭଳି କ୍ଷୁଦ୍ର ରାଜନୀତିରୁ ନିବୃତ୍ତ ରହିବା ପାଇଁ ସେ ରାହୁଲଙ୍କୁ ଟ୍ବିଟ ଯୋଗେ କହିଛନ୍ତି ।

  • वैक्सीन की 12 करोड़ डोज़ जुलाई महीने में उपलब्ध होंगी, जो प्राइवेट हॉस्पिटल्स की आपूर्ति से अलग है। राज्यों को 15 दिन पहले ही आपूर्ति के बारे में सूचना दी जा चुकी है।

    राहुल गांधी को समझना चाहिये कि कोरोना से लड़ाई में गंभीरता के बजाय इस समय ओछी राजनीति का प्रदर्शन उचित नही है। https://t.co/xmDqtrLcLI

    — Piyush Goyal (@PiyushGoyal) July 2, 2021 " class="align-text-top noRightClick twitterSection" data=" ">

ଗୋଏଲ ନିଜ ଟ୍ବିଟରେ ଲେଖିଛନ୍ତି ଯେ ଦେଶରେ ଜୁଲାଇରେ 12 କୋଟି ଟିକା ଉପଲବ୍ଧ ହେବ, ଯାହାକି ଘରୋଇ ହସ୍ପିଟାଲକୁ ଯୋଗାଇ ଦିଆଯିବ । କୋରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ସମୟରେ ରାହୁଲ କ୍ଷୁଦ୍ର ରାଜନୀତିକୁ ତ୍ୟାଗ କରିବା ଉଚିତ । ସେ ଏଭଳି ରାଜନୀତିକୁ ବୁଝିବା ଅପେକ୍ଷା ପ୍ରକୃତ ସ୍ଥିତିକୁ ବୁଝିବା ଉଚିତ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ: ଟିକାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ତେବେ ସୂଚନା ଥାଉ କି କଂଗ୍ରେସ ନେତା ରାହୁଲ ଟିକା ଅଭାବକୁ ନେଇ ମୋଦି ସରକାରଙ୍କୁ ଟ୍ବିଟ ଯୋଗେ ଟାର୍ଗେଟ କରିଥିଲେ । ଜୁଲାଇ ମାସ ଆରମ୍ଭ ହୋଇସାରିଥିବା ବେଳେ ଟିକା କାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ରାହୁଲଙ୍କ ଏହି ଟ୍ବିଟ ପରେ ରାଜନୀତି ସରଗରମ ହୋଇ ଉଠିଥିବା ଦେଖିବାକୁ ମିଳିଛି । ରାହୁଲଙ୍କ ଏହି ଟ୍ବିଟ ଉପରେ ପ୍ରଥମେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରତିକ୍ରିୟା ପ୍ରକାଶ କରିବା ପରେ କେନ୍ଦ୍ରମନ୍ତ୍ରୀ ଗୋଏଲ ରାହୁଲଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.