ETV Bharat / bharat

ଜାମ୍ମୁ-କାଶ୍ମୀରରୁ ଉଦ୍ଧାର ହେଲା  ‘PIA’ ଡମି ବିମାନ ବେଲୁନ୍

author img

By

Published : Mar 30, 2021, 9:38 AM IST

‘ପିଆଇଏ’ ଲେଖାଯାଇଥିବା ଏକ ଡମି ବିମାନ ଆକୃତିର ବେଲୁନ୍ ଜାମ୍ମୁ କାଶ୍ମୀର ପୋଲିସ କାନାଚାକ୍ ଅଞ୍ଚଳରେ ସୋମବାର ଉଦ୍ଧାର କରିଛି । ଅଧିକ ପଢନ୍ତୁ...

‘PIA’ ଡମି ବିମାନ ବେଲୁନ୍
‘PIA’ ଡମି ବିମାନ ବେଲୁନ୍

ଶ୍ରୀନଗର: ‘ପିଆଇଏ’ ଲେଖାଯାଇଥିବା ଏକ ଡମି ବିମାନ ଆକୃତିର ବେଲୁନ୍ ଜାମ୍ମୁ କାଶ୍ମୀର ପୋଲିସ କାନାଚାକ୍ ଅଞ୍ଚଳରେ ସୋମବାର ଉଦ୍ଧାର କରିଛି । ସୂଚନାନୁଯାୟୀ, ସ୍ଥାନୀୟ ଲୋକେ ବେଲୁନ୍ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଜବତ କରିଥିଲେ ।

ଏହା ପୂର୍ବରୁ ମାର୍ଚ୍ଚ 10 ଏବଂ 16 ରେ ହିରାନଗର ସେକ୍ଟରର ସୋତ୍ରା ଚକ ଗ୍ରାମ ଏବଂ ଜାମ୍ମୁର ଭାଲୱାଲ ଅଞ୍ଚଳରେ ପୋଲିସ ଏହିପରି ବେଲୁନ୍ ଉଦ୍ଧାର କରିଥିଲା । ପ୍ରକାଶଥାଉକି, ପିଆଇଏର ହେଉଛି ପାକିସ୍ଥାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.