ETV Bharat / bharat

12ବର୍ଷରୁ କମ୍ ପିଲାଙ୍କଠାରେ ଟିକା ପରୀକ୍ଷଣ ବୃଦ୍ଧି କଲା ଫାଇଜର - କୋରୋନା

ଅଳ୍ପ ସଂଖ୍ୟକ ଛୋଟ ପିଲାଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ଅଧ୍ୟୟନ ପରେ 12ବର୍ଷ ଭିତରେ ପିଲାମାନଙ୍କଠାରେ କୋଭିଡ-19 ଟିକାର ପରୀକ୍ଷାକୁ ବୃଦ୍ଧି କରିଛି ଫାଇଜର । ଅଧିକ ପଢନ୍ତୁ...

covid-19 ଟିକାର ପରୀକ୍ଷା
covid-19 ଟିକାର ପରୀକ୍ଷା
author img

By

Published : Jun 9, 2021, 10:27 AM IST

ନ୍ୟୁୟର୍କ: 12ବର୍ଷରୁ କମ୍ ପିଲାମାନଙ୍କଠାରେ କୋଭିଡ-19 ଟିକା ପରୀକ୍ଷଣ ବୃଦ୍ଧି କରିଛି ଫାଇଜର । ଏନେଇ ଗତକାଲି ଫାଇଜର ପକ୍ଷରୁ ସୂଚନା ମିଳିଛି ।

ବିଭିନ୍ନ ଡୋଜ ପରୀକ୍ଷା କରିବା ପାଇଁ ଅଳ୍ପ ସଂଖ୍ୟକ ଛୋଟ ପିଲାଙ୍କ ପ୍ରଥମ ପର୍ଯ୍ୟାୟ ଅଧ୍ୟୟନ ପରେ,ପ୍ରାୟ 4500 ଯୁବକ ସ୍ବେଚ୍ଛାସେବୀଙ୍କୁ ଆମେରିକା, ଫିନଲ୍ୟାଣ୍ଡ, ପୋଲାଣ୍ଡ ଏବଂ ସ୍ପେନର 90ରୁ ଅଧିକ ସାଇଟରେ ନାମ ଲେଖାଇବାକୁ ପ୍ରସ୍ତୁତ ହୋଇଛି ଫାଇଜର ।

ଫାଇଜର ଓ ଜର୍ମାନର ସହଭାଗୀତାରେ ପ୍ରସ୍ତୁନ ଭ୍ୟାକ୍ସିନ ଆମେରିକା ଓ ୟୁରୋପିୟାନର 12ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ଉପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇଛି । ଏହି ସପ୍ତାହରେ 5 ରୁ 11 ବର୍ଷର ପିଲାମାନଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି । ଉଭୟ ଟିକାର 10ମାଇକ୍ରୋଗ୍ରାମ ଡୋଜ ନେଇଥିବା ଯୁବକ ଓ କିଶୋର ବୟସଙ୍କ ପରେ ଛଅମାସରୁ କମ ଶିଶୁମାନଙ୍କୁ ପ୍ରତି ସଟରେ 3ମାଇକ୍ରୋଗ୍ରାମ ଟୀକାକରଣ କିଛି ସପ୍ତାହ ମଧ୍ୟରେ ଆରମ୍ଭ ହେବ ଫାଇଜର ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.