ETV Bharat / bharat

୧୫ ଦିନ ପରେବି ଅପରିବର୍ତ୍ତିତ ତୈଳ ଦର, ଜାଣନ୍ତୁ କେଉଁଠି କେତେ ? - ୧୫ ଦିନ ପରେବି ଅପରିବର୍ତ୍ତିତ ତୈଳ ଦର

ଲଗାତାର ୧୫ ଦିନ ପରେ ବି ରାଜଧାନୀ ଦିଲ୍ଲୀରେ ଅପରିବର୍ତ୍ତିତ ରହିଛି ତୈଳ ଦର । ଅଧିକ ପଢନ୍ତୁ...

୧୫ ଦିନ ପରେବି ଅପରିବର୍ତ୍ତିତ  ତୈଳ ଦର, ଦେଖନ୍ତୁ କେଉଁଠି କେତେ ?

author img

By

Published : Aug 1, 2021, 11:08 AM IST

ନୂଆଦିଲ୍ଲୀ: ତୈଳ ଦରରେ ନିଆଁ । ଦେଶରେ ଅନେକ ରାଜ୍ୟରେ ତୈଳ ଦର ୧୦୦ ପାର କରିଛି । ଯାହା ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ତେବେ ଲଗାତାର ୧୫ ଦିନ ପରେ ବି ରାଜଧାନୀ ଦିଲ୍ଲୀରେ ଅପରିବର୍ତ୍ତିତ ରହିଛି ତୈଳ ଦର । ପେଟ୍ରୋଲ ଲିଟର ପିଛା ୧୦୧.୮୪ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ରହିଛି ।

କୋଲକାତାରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦୨.୪୯ ଓ ୯୩.୦୨ ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୮୩ ଟଙ୍କା ଥିବା ବେଳେ ଡିଜେଲ ୯୪.୩୯ ଟଙ୍କା ରହିଛି । ମେ ମାସରେ ପେଟ୍ରୋଲ ମୂଲ୍ୟ 3.୮୩ ଟଙ୍କା, ଜୁନରେ ୪.୫୮ ଟଙ୍କା ଏବଂ ଜୁଲାଇରେ ୨.୭୩ ଟଙ୍କା ବୃଦ୍ଧି ପାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.