ETV Bharat / bharat

ନିଜକୁ ଉପରାଷ୍ଟ୍ରପତି କହି WhatsAppରେ ଚାଟିଂ କରୁଛି ଦୁର୍ବୃତ୍ତ

author img

By

Published : Apr 24, 2022, 12:28 PM IST

ନିଜକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହି ସୋସିଆଲ ମିଡିଆରେ ଲୋକଙ୍କ ସହ ଜଣେ ଦୁର୍ବୃତ୍ତ କଥା ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗତ ଶନିବାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ

person posing as vice president is sending whatsApp message
ନିଜକୁ ଉପରାଷ୍ଟ୍ରପତି କହି ହ୍ୱାଟ୍ସଆପରେ ଚାଟିଂ କରୁଛି ଦୁର୍ବୃତ୍ତ

ନୂଆଦିଲ୍ଲୀ: ନିଜକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହି ସୋସିଆଲ ମିଡିଆରେ ଲୋକଙ୍କ ସହ ଜଣେ ଦୁର୍ବୃତ୍ତ କଥା ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗତ ଶନିବାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକାରୀ ସୂଚନା ଅନୁଯାୟୀ ଉପରାଷ୍ଟ୍ରପତିଙ୍କ ସଚିବାଳୟ ଲୋକଙ୍କୁ ଚେତାବନୀ ଦେଇଛି, ଜଣେ ଦୁର୍ବୃତ୍ତ 9439073183ରୁ ହ୍ବାଟ୍ସଆପ ଜରିଆରେ ଲୋକଙ୍କୁ ମେସେଜ କରୁଛି । ଏପରିକି ଭିଆଇପି (VIP) ଲୋକଙ୍କୁ ମଧ୍ୟ ଏଭଳି ମେସେଜ ପଠାଯାଇଛି । ତେଣୁ ଏହି ନମ୍ବରୁ ପଠାଯାଇଥିବା କୌଣସି ମେସେଜର ଉତ୍ତର ନେଦେବା ସହ ବିଭାଗ ପକ୍ଷରୁ ସତର୍କ କରାଯାଇଛି ଏବଂ ଏହିପରି ଅନ୍ୟ କେତେକ ନମ୍ବରରୁ ମଧ୍ୟ ଠକେଇ ମେସେଜ ଆସିବାର ଆଶଙ୍କା ରହିଥିବା ସୂଚାଇ ଦିଆଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.