ETV Bharat / bharat

ମଙ୍ଗଳବାର ଦିନ ୧୧ଟା ଯାଏଁ ସଂସଦ ମୁଲତବୀ - Parliament LIVE

Parliament monsoon session
Parliament monsoon session
author img

By

Published : Jul 19, 2021, 11:10 AM IST

Updated : Jul 19, 2021, 4:07 PM IST

16:05 July 19

ଆସନ୍ତାକାଲି ଯାଏଁ ଲୋକସଭା ମୁଲତବୀ

ସଂସଦର ଗୃହକାର୍ଯ୍ୟ ମୁଲତବୀ  । ଉଭୟ ରାଜ୍ୟସଭା ଓ ଲୋକସଭା ଆସନ୍ତାକାଲି ଦିନ ୧୧ଟା ଯାଏଁ ମୁଲବୀ ଘୋଷଣା  । 

15:29 July 19

ମଙ୍ଗଳବାର ଦିନ ୧୧ଟା ଯାଏଁ ରାଜ୍ୟସଭା ମୁଲତବୀ

ରାଜ୍ୟସଭାରେ ବିରୋଧୀଙ୍କ ହଟଗୋଳ  । ମଙ୍ଗଳବାର ଦିନ ୧୧ଟା ଯାଏଁ ରାଜ୍ୟସଭା ମୁଲତବୀ  ।

14:15 July 19

ରାଜ୍ୟସଭା ମଧ୍ୟ ମୁଲତବୀ

PHOTO
ରାଜ୍ୟସଭା

ଅନ୍ୟପଟେ ରାଜ୍ୟସଭା ମଧ୍ୟ ଅପରାହ୍ନ ୦୩.୦୦ ଟା ପର୍ଯ୍ୟନ୍ତ ମୁଲତବୀ  । 

14:12 July 19

ଲୋକସଭା ଅଚଳାବସ୍ଥା ଜାରି; ୩.୩୦ ପର୍ଯ୍ୟନ୍ତ ମୁଲତବୀ

ଆରମ୍ଭ ହେଲା ଲୋକସଭା ଅଧିବେଶନ  । ପୂର୍ବାହ୍ନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ  କରିଥିଲେ ବାଚସ୍ପତି  । ବାଚସ୍ପତିଙ୍କ ଅନୁପସ୍ଥିତିରେ ଗୃହରେ ଅଧ୍ୟକ୍ଷତା କରୁଛନ୍ତି କାମଚଳା ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲା  ।  

13:14 July 19

ଲୋକସଭାରେ ନୂଆ ସାଂସଦଙ୍କ ଶପଥ 

13:12 July 19

ଆଜି ଲୋକସଭାର ସାଂସଦ ଭାବେ  ଆନ୍ଧ୍ର ପ୍ରଦେଶର YSRCP ସାଂସଦ ଏମ ଗୁରୁମୂର୍ତ୍ତୀ ତିରୁପତି, ବିଜେପିର ମଙ୍ଗଲ ସୁରେଶ, ଆଇୟୁଏମଏଲର ଅବଦ୍ଦୁସ୍ମଦ କେରଳ ଓ କଂଗ୍ରେସରୁ ବିଜୟ କୁମାର, କନ୍ୟାକୁମାରୀ ସାଂସଦ ଭାବେ ନେଲେ ଶପଥ  । ଏମାନେ ସମସ୍ତେ ଉପ-ନିର୍ବାଚନର ବିଜୟୀ ହୋଇ ଆସିଛନ୍ତି ଲୋକସଭା  । 

13:01 July 19

ସଂସଦ  ବାହାରେ ଶିରୋମଣୀ ଅକାଳୀ ଦଳର ଧାରଣା  । କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହୃତ ଦାବିର ଧାରଣ  । ବିରୋଧୀଙ୍କୁ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଆହ୍ବାନ  ଚାଷୀଙ୍କ ପାଇଁ ସରକାରଙ୍କ ବିରୋଧରେ ଏକାଠି ହୁଅନ୍ତୁ ବିରୋଧୀ  ।  

12:55 July 19

ଏହି ବ୍ୟବହାର ବିରୋଧୀଙ୍କୁ ବଡ ମୁଲ୍ୟ ଦେବାକୁ ପଡିବ  । ସଂସଦରେ ବିରୋଧୀ ବିଶୃଙ୍ଖଳା କରି ସ୍ପଷ୍ଟ କଲେ ଯେ ସେମାନେ ମହିଳା, ଦଳିତ ଓ ଆଦାବାସୀ ବିରୋଧୀ  ।  

12:55 July 19

ରାଜ୍ୟସଭାରେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଚଣ୍ଡ ହମଲା  । ବିରୋଧୀଙ୍କ କଣ ଏମିତି ସ୍ଥିତି ହେଲା ଯେ ପରମ୍ପରା କ୍ଷୁର୍ଣ୍ଣ କରିବାକୁ ପଡିଲା  ।  ଆଦିବାସୀ, ମହିଳା ଦଳିତ ସାଂସଦ ମନ୍ତ୍ରୀ ହୋଇଛନ୍ତି  । ତାହାକୁ ମଧ୍ୟ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି ବିରୋଧୀ  ।  

12:49 July 19

ଅପରାହ୍ନ ୨ ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ କଲେ ଉପ-ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ  । 

12:43 July 19

ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ସଂସଦର କାର୍ଯ୍ୟବହୀ ସମ୍ପର୍କରେ ସୂଚନା ଦେଲେ ଅଧ୍ୟକ୍ଷ ।

12:33 July 19

ସଂସଦକୁ ମନ୍ତ୍ରୀ ମଣ୍ଡଳ ବିସ୍ତାର ସମ୍ପର୍କରେ ଅବଗତ ବେଳେ ବିରୋଧୀଙ୍କ ହଙ୍ଗାମା ପ୍ରସଙ୍ଗ  । ବିରୋଧୀ ସାଂସଦଙ୍କ ବିରୋଧରେ ବର୍ଷିଲେ ରାଜନାଥ ସିଂ  । ବିରୋଧୀ ପ୍ରସଙ୍ଗ ଭିତ୍ତିକ ରାଜନୀତି କରୁଛନ୍ତି  । ପରମ୍ପରା ଉଲ୍ଲଙ୍ଘନ କରୁଛନ୍ତି   । ଜନତା  ଏହାର ଉଚ୍ଚିତ ଜବାବ ଦେବେ କହିଲେ ରାଜନାଥ  ।  

12:30 July 19

ମଧ୍ୟାହ୍ନ ୧୨.୨୪ ରେ ଆରମ୍ଭ ହେଲା ରାଜ୍ୟସଭା  । ୨୨୪ ଜଣ ସଦସ୍ୟ ଅଶଂଗ୍ରହଣ କରିଥିବା ଅଧ୍ୟକ୍ଷଙ୍କ ସୂଚନା  । ମୌସୁମୀ ଅଧିବେଶନର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଗୃହକୁ ସୂଚନା ଦେଉଛନ୍ତି ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ  । 

12:27 July 19

ଅନ୍ୟପଟେ ରାଜ୍ୟସଭରେ ଦିଂବଗତ ସାଂସଦ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ପରେ ମଧ୍ୟାହ୍ନ ୧୨.୨୪ ପର୍ଯ୍ୟନ୍ତ ମୁଲତବୀ କଲେ ଅଧ୍ୟକ୍ଷ  । 

12:19 July 19

ଲୋକସଭାକୁ ପ୍ରବେଶ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ  । ସାରା ବିଶ୍ବ ମହାମାରୀ କବଜାରେ ଅଛି  । ଦେଶରେ ଏବେ ସୁଦ୍ଧା ୪୦ କୋଟିରୁ ଅଧିକ ଲୋକ ନେଲେଣି ଟିକା  । ଅର୍ଥାତ ୪୦ କୋଟି ଲୋକ ହେଲେଣି ବାହୁବାଳୀ  ବୋଲି ମୋଦି କହିଛନ୍ତି  । ସଂସଦରେ ମହାମାରୀ ପ୍ରସଙ୍ଗରେ ଚର୍ଚ୍ଚା ହେବା ଉଚ୍ଚିତ ବୋଲି କହି ସଂସଦକୁ ପ୍ରବେଶ କରିଥିଲେ ମୋଦି  । 

11:51 July 19

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ। ମୁଁ ଆଶା କରୁଥିଲି ଲମ୍ବା ବ୍ୟବଧାନ ପରେ ସଂସଦ ବସିଥିବାରୁ ସାଂସଦଙ୍କ ମଧ୍ୟରେ ଉତ୍ସାହ ଥିବ । ସରଗରମ ଆଲୋଚନା ହେବ । କିନ୍ତୁ ବିରୋଧୀଙ୍କ ବ୍ୟବହାର ଚିନ୍ତା ଜନକ । ସେହିପରି ମନ୍ତ୍ରୀ ମଣ୍ଡଳରେ ଅନେକ ମହିଳା ସାଂସଦଙ୍କୁ ସ୍ଥାନ ମିଳିଛି । କିଛି ଦଳିତ ଆଦିବାସୀ ସଦସ୍ୟ ମଧ୍ୟ ସାମିଲ ହୋଇଛନ୍ତି । କିନ୍ତୁ ଏହାକୁ କିଛି ଲୋକ ଗ୍ରହଣ କରିପାରୁ ନାହାଁନ୍ତି  ।  

11:43 July 19

ଦିବଂଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କଲେ ବାଚସ୍ପତି ଓମ ବିର୍ଲା  । 

11:42 July 19

ଲୋକସଭା ଆରମ୍ଭ ହେଉ ହେଉ ବିରୋଧୀଙ୍କ ହଙ୍ଗାମା । ବିରୋଧୀଙ୍କୁ ବାଚସ୍ପତିଙ୍କ ଶକ୍ତବାର୍ତ୍ତା । ସାଂସଦ ମାନେ ସଂସଦରେ କଣ କରୁଛନ୍ତି ଦେଶବାସୀ ଦେଖୁଛନ୍ତି କହିଲେ ବାଚସ୍ପତି  ।  

11:11 July 19

ଲୋକସଭାକୁ ପ୍ରବେଶ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସଂସଦର ଲୋକସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବାଚସ୍ପତି ନୂଆ ମନ୍ତ୍ରୀମଣ୍ଡଳର ପୁନର୍ଗଠନ ନେଇ ସଂସଦକୁ ଅବଗତ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି । 

10:59 July 19

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ । ଅଧିବେଶନ ସରକାର ବିରୋଧୀ ଉଭୟ ପକ୍ଷଙ୍କର ବେଶ ଗୁରୁତ୍ବପୂର୍ଣ୍ଣ ଥିବାରୁ ସମସ୍ତ ସାଂସଦଙ୍କ ରହିଛନ୍ତି ଉପସ୍ଥିତ  । 

Last Updated : Jul 19, 2021, 4:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.