ETV Bharat / bharat

ପୁଞ୍ଚ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Nov 10, 2020, 2:05 PM IST

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ । ମଙ୍ଗଳବାର ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା କସବା ସେକ୍ଟର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି)ରେ ପାକିସ୍ତାନ ଅତର୍କିତ ଗୁଳି ବର୍ଷା କରିଛି । ଅଧିକ ପଢନ୍ତୁ...

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ
ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ

ଶ୍ରୀନଗର: ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ । ମଙ୍ଗଳବାର ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାର ଶାହପୁର, କିର୍ନି ଏବଂ କସବା ସେକ୍ଟର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି)ରେ ପାକିସ୍ତାନ ଅତର୍କିତ ଗୁଳି ଚଳାଇଥିବା ଅଧିକାରୀମାନେ କହିଛନ୍ତି । ସକାଳ 10ଟା 30 ମିନିଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ତେବେ ଭାରତୀୟ ସେନା ମଧ୍ୟ ପ୍ରତିଜବାବ ଦେଇଛି ।

ଏହାପୂର୍ବରୁ ନଭେମ୍ବର 7ରେ ପୁଞ୍ଚର ଅନ୍ୟ ଏକ ସେକ୍ଟରରେ ପାକିସ୍ତାନ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଚଳିତ ବର୍ଷ ଆରମ୍ଭରୁ 24 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ 100 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଏଲଓସି ବାରମ୍ବାର ପାକିସ୍ତାନର ଗୁଳି ବର୍ଷା କାରଣରୁ ଜାମ୍ମୁ କାଶ୍ମୀର ସୀମାନ୍ତ ଗ୍ରାମରେ ବାସ କରୁଥିବା ହଜାର ହଜାର ବାସିନ୍ଦାଙ୍କ ପାଇଁ ଅସହ୍ୟ ଦୁଃଖର କାରଣ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.