ETV Bharat / bharat

ପୁଞ୍ଛରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

author img

By

Published : Nov 11, 2020, 10:52 AM IST

ପୁଣି ବଦମାସୀ ଦେଖାଇଲା ପାକିସ୍ତାନ । ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଦୃଢ ଜବାଦ ଦେଲା ଭାରତୀୟ ସେନା । ଅଧିକ ପଢନ୍ତୁ...

Pakistan initiated ceasefire violation along LoC in Poonch district today
ପୁଞ୍ଛରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ

ଶ୍ରୀନଗର: ପୁଣି ବଦମାସୀ ଦେଖାଇଲା ପାକିସ୍ତାନ । ବିଶ୍ବ ମହାମାରୀ କୋରୋନା ସଙ୍କଟରେ ବି ସୁଧୁରିବାର ନାଁ ନେଉନି ପାକିସ୍ତାନ । ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଂଘନ । ପୁଞ୍ଛ ଜିଲ୍ଲାର ଶାହପୁର, କିର୍ନି ଓ କସବା ସେକ୍ଟରରେ ପାକିସ୍ତାନ ଆଜି (ବୁଧବାର) ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଜମ୍ମୁକାଶ୍ମୀର ପ୍ରତିରକ୍ଷା ପିଆରଓଙ୍କ ସୂଚନା ଅନୁସାରେ , ପାକ ସୈନ୍ୟମାନେ ପୁଞ୍ଛ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଖୁବୁଜା ଗୁଳି ଚାଳନା କରିବା ସହ ମୋଟର ମାଡ କରିଥିଲେ । ସୀମାରେ ମୃତୟନ ଥିବା ଭାରତୀୟ ସେନା ମଧ୍ୟ ଏହାର ଦୃଢ ଜବାବ ଦେଇଥିଲେ । ତେବେ, ଏଥିରେ କେହି ମୃତାହତ ହୋଇ ନଥିବା ବେଳେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.