ETV Bharat / bharat

ସୀମା ଅତିକ୍ରମ ବେଳେ ଧରା ପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ

author img

By

Published : Aug 22, 2022, 10:57 PM IST

ରାଜସ୍ଥାନରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ ଉଦ୍ୟମ ବେଳେ ଗିରଫ ହେଲା ପାକିସ୍ତାନୀ ଅନୁପ୍ରବେଶକାରୀ । ଗିରଫ କରି ପୋଲିସ ଜିମା ଦେଲା ସୀମା ସୁରକ୍ଷା ବଳ (BSF Caught Pak Infiltrato)। ଜାରି ରହିଛି ଜେରା । ଅଧିକ ପଢନ୍ତୁ

pakistan-infiltrator-caught-in-jaisalmer-india-pakistan-border
ସୀମା ଅତିକ୍ରମ ବେଳେ ଧରା ପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ଜୟପୁର: ରାଜସ୍ଥାନ ଜୈସେଲମେର ନିକଟରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା (India Pakistan border) ଅତିକ୍ରମ ବଳେ ଜଣେ ପାକିସ୍ତାନୀ ଅନୁପ୍ରବେକାରୀକୁ ଗିରଫ କରିଛି ସୀମା ସୁରକ୍ଷା ବଳ (BSF Caught Pak Infiltrato)। ସୁରକ୍ଷା ବଳ ତାକୁ ଧରିବା ପରେ ସ୍ଥାନୀୟ ରାମଗଡ ପୋଲିସକୁ ହସ୍ତାନ୍ତର କରିଛି । ଅଭିଯୁକ୍ତକୁ ଯାଞ୍ଚ କରାଯବା ସହ ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ ।

ଜେରାରେ ପୋଲିସକୁ ମିଳଥିବା ସୂଚନା ଅନୁସାରେ, ଉକ୍ତ ଅନୁପ୍ରବେଶକାରୀ 50 ବର୍ଷୀୟ ଅସଲାମ ଖାନ ଓ ସେ ପାକିସ୍ତାର ସିନ୍ଧ ପ୍ରଦେଶର ବାସିନ୍ଦା ବୋଲି ସ୍ବୀକାର କରିଛି । କାହିଁକି ସୀମା ଅତିକ୍ରମ କରୁଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ତଲାସିରେ କୌଣସି ମାରଣାସ୍ତ୍ର ମଧ୍ୟ ମିଳଥିବା ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଉକ୍ତ ଅଭିଯୁକ୍ତକୁ ରାମଗଡର ଜୈସେଲମେର ଅଣାଯାଇ ଅଧିକ ଜେରା କରିବ ଗୁଇନ୍ଦା ଓ ପୋଲିସର ବିଭାଗର ମିଳିତ ଟିମ । ଏହି ଘଟଣା ପରେ ସୀମାରେ ସୁରକ୍ଷା ଓ ପାଟ୍ରୋଲିଂକୁ କଡାକଡି କାରଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.