ETV Bharat / bharat

୫ କୋଟିରୁ ଊର୍ଦ୍ଧ୍ବ କିଶୋର କିଶୋରୀ ନେଇ ସାରିଲେଣି କୋଭିଡ ଟିକାର ପ୍ରଥମ ଡୋଜ

author img

By

Published : Feb 8, 2022, 10:56 PM IST

ଦେଶରେ ୫ କୋଟିରୁ ଊର୍ଦ୍ଧ୍ବ କିଶୋର କିଶୋରୀ ନେଇ ସାରିଲେଣି କୋଭିଡ ଟିକାର ପ୍ରଥମ ଡୋଜ । ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଅଧିକ ପଢନ୍ତୁ

୫ କୋଟିରୁ ଉର୍ଦ୍ଧ୍ବ କିଶୋର କିଶୋରୀ ନେଇ ସାରିଲେଣି କୋଭିଡ ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ: ଦେଶରେ କୋଭିଡ ଟୀକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି | କୋରୋନାର ତୃତୀୟ ଲହର ମଧ୍ୟ ହ୍ରାସ ପାଉଥିବା ପରି ଦୃଶ୍ୟମାନ ହେଉଛି । ଏହି ସମୟରେ ସରକାର ଜାରି ରଖିଥିବା 15 ରୁ 18 ବର୍ଷ ବୟସର ଟିକାକରଣ ମଧ୍ୟ ରେକର୍ଡ ସଫଳତା କରିଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭ୍ୟ ।

  • युवा शक्ति का वंदन अभिनंदन

    5 करोड़ से अधिक 15-18 आयुवर्ग के युवाओं को लगी वैक्सीन की पहली डोज।

    Young India is fighting the pandemic with full vigour. Great going, my young friends!#SabkoVaccineMuftVaccine pic.twitter.com/xTSAGzk9WX

    — Dr Mansukh Mandaviya (@mansukhmandviya) February 8, 2022 " class="align-text-top noRightClick twitterSection" data=" ">

15 ରୁ 18 ବର୍ଷ ଟୀକାକରଣ ଡ୍ରାଇଭ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା 5 କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ ପ୍ରଦାନ କରାଯାଇସାରିଛି । ଯାହା ଏହି ବର୍ଗର (15 ରୁ 18 ବର୍ଷ ବୟସ) ପ୍ରାୟ 67 ପ୍ରତିଶତ ଟୀକାକରଣ ।

ଦେଶରେ ଟୀକାକରଣ ଅଭିଯାନ ଦ୍ରୁତ ଗତିରେ କାର୍ଯ୍ୟକାରୀ ହେଉଛି । 15 ବର୍ଷରୁ କମ୍ କିଶୋରଙ୍କୁ ଟୀକାକରଣ ମଧ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ହେବା ନେଇ ଭବିଷ୍ୟତରେ ନିଷ୍ପତ୍ତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.