ETV Bharat / bharat

ଜୁନରେ ଲଞ୍ଚ ହେବ ସେରମ ପାର୍ଟନରସିପରେ ପ୍ରସ୍ତୁତ କୋଭୋଭ୍ୟାକ୍ସ - କୋଭାଭେକ୍ସ ଟିକା

ସେରମ ଇନଷ୍ଟିଚ୍ୟୁଟରେ ବିକଶିତ କୋଭିସିଲ୍ଡ ଟିକା ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହେଉଥିବା ବେଳେ ପୁଣି ଆଉ ଏକ ଟିକା ଖୁବ ଶିଘ୍ର ଲଞ୍ଚ ହେବାର ଆଶା ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଜୁନରେ ଲଞ୍ଚ ହେବ ସେରମ ପାର୍ଟନରସିପରେ ପ୍ରସ୍ତୁତ କୋଭୋଭ୍ୟାକ୍ସ

author img

By

Published : Jan 30, 2021, 5:05 PM IST

ପୁଣେ: ଦେଶରେ ଜାରି ରହିଛି ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ । ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ବିକଶିତ କୋଭିସିଲ୍ଡ ଟିକା ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହେଉଥିବା ବେଳେ ପୁଣି ଆଉ ଏକ ଟିକା ଖୁବ ଶିଘ୍ର ଲଞ୍ଚ ହେବାର ଆଶା ବୃଦ୍ଧି ହୋଇଛି ।

ଜୁନରେ ଲଞ୍ଚ ହେବ ସେରମ ପାର୍ଟନରସିପରେ ପ୍ରସ୍ତୁତ କୋଭୋଭ୍ୟାକ୍ସ
ଜୁନରେ ଲଞ୍ଚ ହେବ ସେରମ ପାର୍ଟନରସିପରେ ପ୍ରସ୍ତୁତ କୋଭୋଭ୍ୟାକ୍ସ

କୋରୋନା ଯୁଦ୍ଧରେ ସେରମ ଇନଷ୍ଟିଚ୍ୟୁଟର ଟିକା ମହୌଷଧି ଭଳି କାମ କରୁଛି । ଏହାରି ମଧ୍ୟରେ ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କହିଛନ୍ତି, ନୋଭୋଭ୍ୟାକ୍ସ ପାର୍ଟନରସିପରେ ପ୍ରସ୍ତୁତ ଆଉ ଏକ ଟିକା କୋଭୋଭ୍ୟାକ୍ସର ଉତ୍କୃଷ୍ଟ ପରିଣାମ ସାମ୍ନାକୁ ଆସିଛି ।

ପୁନାୱାଲା ଟ୍ବିଟ କରି କହିଛନ୍ତି, କୋଭିଡ-19 ଭ୍ୟାକ୍ସିନ ପାଇଁ ଆମ ଭାଗିଦାରୀରେ ପ୍ରସ୍ତୁତ କୋଭୋଭ୍ୟାକ୍ସ ମଧ୍ୟ ଉତ୍କୃଷ୍ଠ ପ୍ରଭାବଶାଳୀର ପ୍ରମାଣ ଦେଇଛି । ଆମେ ଏହାକୁ ଭାରତରେ ପରୀକ୍ଷଣ ଆରମ୍ଭ କରିବାକୁ ଆବେଦନ କରିଛୁ । ଜୁନ 2021 ସୁଦ୍ଧା କୋଭୋଭେକ୍ସ ଆରମ୍ଭ ହେବାର ଆଶା ରହିଥିବା ସେ କହିଛନ୍ତି ।

ଗତବର୍ଷ ଡିସେମ୍ବରର ତୃତୀୟ ସପ୍ତାହରେ କୋଲକାତାରେ କୋଭିଡ ଟିକା କୋଭୋଭ୍ୟାକ୍ସର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ଏହି ଟ୍ରାଏଲକୁ ସେରମ ଇନଷ୍ଟିଚ୍ୟୁଟର ଓ ଆରସିଏମଆରର ମିଳିତ ପ୍ରୟାସରେ ଆରମ୍ଭ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.