ଅହମ୍ମଦାବାଦ: ବିଧିର ବିଧାନ କେ କରିବ ଆନ । ଦୁନିଆକୁ ଭଲ କରି ବୁଝିବା ଆଗରୁ ଦୁନିଆ ଛାଡି ଚାଲିଗଲା ।ଏତିକି କମ ବୟସରେ କଣ କେହି ଯାଏ । ହେଲେ ଯେଉଁ ଯଶ କିର୍ତ୍ତୀ ରଖିଗଲା ତାହା ତାକୁ ଯୁଗେ ଯୁଗେ ଅମର କରି ରଖିଲା । ଦୁନିଆ ଛାଡି ଯିବା ପୂର୍ବରୁ ସାତଟି ଜୀବନକୁ ଦେଇଗଲା ପୂନଃର୍ଜନ୍ମ ଏକ ଅଢେଇ ବର୍ଷର ଶିଶୁପୁତ୍ର । ଆମେ କହୁଛୁ ଗୁଜୁରାଟର ସୁରତ ଜିଲ୍ଲାର ସେଇ ଶିଶୁପୁତ୍ର ଯଶ ଓଝାର କଥା ।
ମୃତ୍ୟୁ ପରେ ବି ଅମର ଅଢେଇ ବର୍ଷୀୟ ଦଧିଚୀ ଯଶ - ଜୀବନ ବଦଳରେ ସାତଟି ଜୀବନ ବଞ୍ଚାଇଲା
ମାତ୍ର ଆଢେଇ ବୟସରେ ଅଙ୍ଗଦାନ କରି ଯଶ ରଖିଲା ସୁରତର ଶିଶୁପୁତ୍ର ଯଶ । ଦୁନିଆରୁ ବିଦାୟ ନେଇଥିଲ ବି ଦୁନିଆରେ ଅମର ରହିଲା ଯଶ । ଅଧିକ ପଢନ୍ତୁ...
ମୃତ୍ୟୁ ପରେ ବି ଅମର ଅଢେଇ ବର୍ଷୀୟ ଯଶ