ETV Bharat / bharat

ରଜୌରୀ ସେକ୍ଟରରେ ଅନୁପ୍ରବେଶକାରୀକୁ ନିପାତ କଲା ସେନା

author img

By

Published : Jul 7, 2021, 8:12 PM IST

ଜମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ବେଳେ ଗୁଳିମାଡ କରିଛି ସେନା । ଅଧିକ ପଢନ୍ତୁ...

One terrorist killed near LoC in Rajouri Sector
ରଜୌରୀ ସେକ୍ଟରରେ ଆତଙ୍କବାଦୀକୁ ନିପାତ କଲା ସେନା

ଶ୍ରୀନଗର: ଏଲଓସିରେ ଆତଙ୍କବାଦୀକୁ ନିପାତ କଲା ସେନା । ଜମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ବେଳେ ଗୁଳି କରିଛି ଭାରତୀୟ ସେନା ।

  • Jammu and Kashmir: One terrorist killed near LoC in Rajouri Sector. Details awaited.

    — ANI (@ANI) July 7, 2021 " class="align-text-top noRightClick twitterSection" data=" ">

ଜମ୍ମୁ କାଶ୍ମୀରର ରଜୌରୀ ନିକଟବର୍ତ୍ତୀ ଏଲଓସିରେ ଅନୁୁପ୍ରବେଶ ବେଳେ ଜଣେ ଆତଙ୍କବାଦୀକୁ ନିପାତ କରିଛି ଭାରତୀୟ ସେନା । ପାକିସ୍ତାନ ପଟୁ ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ବହୁ ଆତଙ୍କବାଦୀ ପାକିସ୍ତାନରେ ରହିଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.