ETV Bharat / bharat

ଆତଙ୍କୀ ଆକ୍ରମଣରେ ସାଧାରଣ ନାଗରିକ ମୃତ - ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଆତଙ୍କବାଦୀଙ୍କ ଆତଙ୍କ

ଆତଙ୍କବାଦୀ ଆକ୍ରମଣରେ ଜମ୍ମୁକାଶ୍ମୀରରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଆଉ ଜଣେ ଆହତ ହୋଇଛନ୍ତି ।

One killed, other injured by terrorists in Kashmir
ଜାମ୍ମୁରେ ଆତଙ୍କବାତ ଆକ୍ରମଣ ଜଣେ ମୃତ
author img

By

Published : Nov 6, 2020, 7:47 AM IST

ଶ୍ରୀନଗର: ଅଶାନ୍ତ କାଶ୍ମୀର । ଜମ୍ମୁକାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ଅବନ୍ତିପୋରା ଓ ପୁଲୱାମାରେ ଦୁଇ ଆତଙ୍କବାଦୀ ଏଭଳି କାଣ୍ଡ ଘଟାଇଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

ଆୱାଣ୍ଟିପୁରାର ଆତଙ୍କବାଦୀ ଜଣେ ଦୋକାନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଦୋକାନୀ ଜଣକ ହେଲେ ପାନାଜୋ ନିବାସୀ ମହମ୍ମଦ ଆୟୁବ ଆହଗର । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଦକ୍ଷିଣ କାଶ୍ମୀରର ପୁଲୱାମାରେ ଜଣେ ଡ୍ରାଇଭର ମହମ୍ମଦ ଅସମଲ ୱାନୀ ଆତଙ୍କବାଦ ଗୁଳିରେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି ।

ପୋଲିସ ଷ୍ଟେସନ ଟ୍ରାଲ ଓ ପୁଲୱାମାରେ ସମ୍ପୃକ୍ତ ମାମଲା ନେଇ ବିଭାଗ ଅଧୀନରେ ମାମଲା ରୁଜ୍ଜୁ ହୋଇଛି । ଘଟଣାର ତଦନ୍ତ ଚାଲିଥିବା ସହ ଆତଙ୍କବାଦୀ ଅପରାଧର ସମ୍ପୂର୍ଣ୍ଣ ପରିସ୍ଥିତିକୁ ମୁକାବିଲା କରିବାକୁ ଅଧିକାରୀଙ୍କ କାମ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.