ETV Bharat / bharat

Heavy Rain in Delhi: ଦିଲ୍ଲୀରେ ବର୍ଷା ବିତ୍ପାତ, ଜଣେ ମୃତ

author img

By

Published : May 30, 2022, 10:47 PM IST

Updated : May 30, 2022, 10:58 PM IST

ସୋମବାର ତୁହାକୁ ତୁହା ବର୍ଷା ବେହାଲ ହୋଇ ପଡ଼ିଥିଲା ରାଜଧାନୀ ଦିଲ୍ଲୀ । ପ୍ରବଳ ବର୍ଷା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

Heavy Rain in Delhi: ଦିଲ୍ଲୀରେ ବର୍ଷା ବିତ୍ପାତ, ଜଣେ ମୃତ
Heavy Rain in Delhi: ଦିଲ୍ଲୀରେ ବର୍ଷା ବିତ୍ପାତ, ଜଣେ ମୃତ

ନୂଆଦିଲ୍ଲୀ: ସୋମବାର ତୁହାକୁ ତୁହା ବର୍ଷା ବେହାଲ ହୋଇ ପଡ଼ିଥିଲା ରାଜଧାନୀ ଦିଲ୍ଲୀ । ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀର ବହୁ ଇଲାକାରେ ଜଳବନ୍ଦୀ ଭଳି ସମସ୍ୟା ଦେଖା ଦେଇଥିଲା । ତାସହିତ ଅଧିକାଂଶ ଅଞ୍ଚଳର ରାସ୍ତା ଉପରେ ଅଟୋ, କାର ଭଳି ଯାନବାହାନ ବହୁ ସମୟ ଧରି ଅଟକି ରହିଥିଲା । ବର୍ଷା ବିତ୍ପାତ ଯୋଗୁଁ ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୃତକ ୬୫ ବର୍ଷୀୟ ଜଣେ ବୃଦ୍ଧ ବୋଲି ଜଣାପଡ଼ିଛି ।

ଉତ୍ତର ଦିଲ୍ଲୀରେ କୁଆପଥର ସାଙ୍ଗକୁ ବର୍ଷା ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀର ମଣ୍ଡି ହାଉସ୍‌ରେ ବର୍ଷା ପବନ ଯୋଗୁଁ ବହୁ ଗଛ ଉପୁଡ଼ି ପାଖରେ ଥିବା ଯାନବାହାନ ଉପରେ ପଡ଼ିଛି । ତେବେ ଏଥିରେ କୌଣସି ଜୀବନ ହାନୀ ହୋଇନାହିଁ । ଗଛ ଉପୁଡ଼ିବା ନେଇ ରାତି ୮ଟା ସୁଦ୍ଧା ମୋଟ ୨୯୪ କଲ୍‌ ଦିଲ୍ଲୀ ପୋଲିସ ପାଖକୁ ଆସିଥିଲା ।

ସେପଟେ ପ୍ରହ୍ଲାଦପୁର ରଲ୍‌ୱେ ଅଣ୍ଡରପାସ୍‌ରେ ଜଳ ଜମିଛି । ଫଳରେ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ଉପୁଡ଼ି ପଡ଼ିଥିବା ଗଛ ଗୁଡ଼ିକୁ ହଟାଇବାକୁ ପ୍ରୟାସ କରୁଛି ପ୍ରଶାସନ ।

Last Updated : May 30, 2022, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.