ETV Bharat / bharat

ଅନ୍ୟ ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କୋରୋନା, ଓଡିଶାରେ ଅଣାୟତଃ - କୋରୋନା ଅପଡେଟ

ଅନ୍ୟ ରାଜ୍ୟରେ କୋରୋନା କମୁଥିବାବେଳେ ଓଡିଶାରେ ବଢିଚାଲିଛି ସଂକ୍ରମଣ । ଅଧିକ ପଢନ୍ତୁ...

ଅନ୍ୟ ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କୋରୋନା, ଓଡିଶାରେ ଅଣାୟତ

author img

By

Published : May 11, 2021, 5:33 PM IST

ନୂଆଦିଲ୍ଲୀ: ଲକଡାଉନ ସତ୍ତ୍ବେ ବେକାବୁ କୋରୋନା । ଅନ୍ୟ ରାଜ୍ୟରେ କୋରୋନା କମୁଥିବାବେଳେ ଓଡିଶାରେ ବଢିଚାଲିଛି ସଂକ୍ରମଣ । ମହାମାରୀର ସ୍ଥିତିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି ସୂଚନା ।

ମହାମାରୀ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସୂଚନା । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶରେ କ୍ରମାଗତ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହରିୟାଣା, ଛତିଶଗଡ ଓ ଗୁଜୁରାଟରେ ମଧ୍ୟ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଏପଟେ ଓଡିଶା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଇଛି ।

13 ରାଜ୍ୟରେ 1 ଲକ୍ଷରୁ ଊର୍ଦ୍ଧ୍ବ ସକ୍ରିୟ ମାମଲା ରହିଛି । 17ଟି ରାଜ୍ୟରେ 50 ହଜାରରୁ କମ ସକ୍ରିୟ ମାମଲା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.