ETV Bharat / bharat

କାର୍ବେଟ ଜାତୀୟ ଉଦ୍ୟାନରେ ବୁଲିଲେ ରାଜ୍ୟପାଳ ଗଣେଶୀ ଲାଲ

author img

By

Published : Jun 8, 2022, 1:37 PM IST

ଗତକାଲି (ମଙ୍ଗଳବାର) ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ତରାଖଣ୍ଡ ଗସ୍ତରେ ଆସି ବିଶ୍ବ ପ୍ରସିଦ୍ଧ କାର୍ବେଟ ଜାତୀୟ ଉଦ୍ୟାନର (Corbett National Park) ଡିକାଲା ଜୋନରେ ପହଞ୍ଚିଥିଲେ । ଉଦ୍ୟାନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସେ ନିକଟରୁ ଉପଭୋଗ କରିଥିଲେ । ଅଧିକ ପଢ଼ନ୍ତୁ

odisha governor ganeshi lal visits ramnagar corbett national park
କର୍ବେଟ ଜାତୀୟ ଉଦ୍ୟାନରେ ବୁଲିଲେ ରାଜ୍ୟପାଳ

ଡେରାଡୁନ: ଗତକାଲି ( ମଙ୍ଗଳବାର) ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ତରାଖଣ୍ଡ ଗସ୍ତରେ ଆସି ବିଶ୍ବ ପ୍ରସିଦ୍ଧ କାର୍ବେଟ ଜାତୀୟ ଉଦ୍ୟାନର (Corbett National Park) ଡିକାଲା ଜୋନରେ ପହଞ୍ଚିଥିଲେ। ଉଦ୍ୟାନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସେ ନିକଟରୁ ଉପଭୋଗ କରିଥିଲେ। ଏହି ସମୟରେ ରାଜ୍ୟପାଳ ବାଘ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ।

ରାଜ୍ୟପାଳ ଗଣେଶୀ ଲାଲଙ୍କୁ କାର୍ବେଟ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ସମୟରେ ସେ ଉଦ୍ୟାନର ପରିଦର୍ଶନ କରିଥିଲେ। ବନ ଅଧିକାରୀ ରାଜେନ୍ଦ୍ର ସିଂ ଚକରାୟତ ତାଙ୍କୁ ସେଠାରେ ଥିବା ବାଘ ଦେଖାଇଥିଲେ । ଯାହାକୁ ଦେଖି ଗଣେଶୀ ଲାଲ ଅତ୍ୟନ୍ତ ଖୁସି ହୋଇଥିଲେ। ଏହାପରେ ଗତକାଲି ରାତିରେ ସେ ଓଡ଼ିଶା ଫେରି ଆସିଥିଲେ । ସୂଚନା ଥାଉକି, ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ଜିମ କାର୍ବେଟ ଜାତୀୟ ଉଦ୍ୟାନ ଏକ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ଯେଉଁଠାକୁ ପ୍ରତିବର୍ଷ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ଏହା ଦେଶର ପ୍ରଥମ ଜାତୀୟ ଉଦ୍ୟାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.