ETV Bharat / bharat

Obulapuram Mining Case: OMC ଏମଡି ଶ୍ରୀନିବାସ ରେଡ୍ଡୀଙ୍କୁ 4 ବର୍ଷ ଜେଲ

author img

By

Published : May 22, 2022, 1:52 PM IST

ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲା ଓବୁଲାପୁରାମ ଖଣି କମ୍ପାନୀ ଅନିୟମିତତା ମାମଲାରେ ଓଏମସି ଏମଡି ଶ୍ରୀନିବାସ ରେଡ୍ଡୀଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଅଧିକ ପଢନ୍ତୁ

OMC ଏମଡି ଶ୍ରୀନିବାସ ରେଡ୍ଡୀଙ୍କୁ 3 ବର୍ଷ ଜେଲ

ଅମରାବତୀ: ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲା ଓବୁଲାପୁରାମ ଖଣି କମ୍ପାନୀ ଅନିୟମିତତା ମାମଲାରେ ଓଏମସି ଏମଡି ଶ୍ରୀନିବାସ ରେଡ୍ଡୀଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଅନନ୍ତପୁର ଜିଲ୍ଲା ରାୟଦୁର୍ଗମ ସିଭିଲ ଶୀନିବାସଙ୍କୁ 4 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । 2008ରେ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।

ଓଏମସି ଅପରେଟରମାନେ ଓବୁଲାପୁରାମ ଅଞ୍ଚଳରେ ବିନା ଅନୁମତି ବାହାରେ ଲୁହାପଥର ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା । ଜିଲ୍ଲା ବନ ଅଧିକାରୀ କାଲୋଲ ତାଙ୍କ ସହକର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣା ପଦାକୁ ଆସିବା ପରେ ଜିଲ୍ଲା ବନ ଅଧିକାରୀ ଓଏମସି ଏମଡି ଶ୍ରୀନିବାସ ରେଡ୍ଡୀଙ୍କ ନାମରେ ଅଭିଯୋଗ କରିଥିଲେ । ବର୍ଷ ବର୍ଷ ଧରି ଘଟଣାର ତଦନ୍ତ ଚାଲିଥିଲା । ସାକ୍ଷୀଙ୍କ ପଚରାଉଚରା ପରେ ଶ୍ରୀନିବାସ ଦୋଷୀ ବୋଲି ପ୍ରମାଣିତ ହୋଇଥିଲା । 14 ବର୍ଷ ପରେ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶ୍ରୀନିବାସ ।

ଦଣ୍ଡବିଧାନ ଅନୁଯାୟୀ ଶ୍ରୀନିବାସଙ୍କୁ 4 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହା ସହିତ ଧାରା 3 ଆଧାରରେ 8 ହଜାର,500 ଟଙ୍କା ଜରିମାନା ହୋଇଛି । ଶ୍ରୀନିବାସ ରେଡ୍ଡୀ ହାଇକୋର୍ଟରେ ଆବେଦନ କରିବାକୁ ଯୋଜନା କରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.