ETV Bharat / bharat

ଦିଲ୍ଲୀରେ ଅମ୍ଲଜାନ କଳାବଜାରୀ: ଗିରଫ ହେଲା ବ୍ୟବସାୟୀ ନଭୀତ୍ କଲାର୍

author img

By

Published : May 17, 2021, 9:54 AM IST

ଗିରଫ ହେଲା ଦିଲ୍ଲୀର ଅମ୍ଲଜାନ କନସେନଟ୍ରେଟର୍ସର ଚୋରା ଚାଲାଣ କରୁଥିବା ବ୍ୟବସାୟୀ । ବ୍ୟବସାୟୀ ନଭୀତ୍ କଲାରକୁ ରବିବାର ଗିରଫ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ବ୍ୟବସାୟୀ ନଭୀତ୍ କଲାର୍
ବ୍ୟବସାୟୀ ନଭୀତ୍ କଲାର୍

ନୂଆଦିଲ୍ଲୀ: ଗିରଫ ହେଲା ଦିଲ୍ଲୀର ଅମ୍ଲଜାନ କନସେନଟ୍ରେଟର୍ସର ଚୋରା ଚାଲାଣ କରୁଥିବା ବ୍ୟବସାୟୀ । ବ୍ୟବସାୟୀ ନଭୀତ୍ କଲାରକୁ ରବିବାର ଗିରଫ କରିଛି ଦିଲ୍ଲୀ ପୋଲିସ । ସାଇଥ ଜିଲ୍ଲା ପୋଲିସ ଦ୍ବାରା ଗୁରୁଗ୍ରାମରୁ ଗିରଫ ହୋଇଛି ବ୍ୟବସାୟୀ । ଗିରଫ ପରେ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର କରାଯାଇଛି ।

ଗତ ମେ ମାସଠାରୁ କଲାର ଫେରାର୍ ଥିଲା । ଲୋଧି ମାର୍କେଟ ଓ ଖାନ୍ ମାର୍କେଟରେ ଚଢାଉ ବେଳେ ଅମ୍ଲଜାନ କନସେନଟ୍ରେଟର୍ସର କଳାବଜାରୀ ଧରା ପଡିଥିଲା । ସେ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାକୁ କୌଣସି ଆଶ୍ବସ୍ତି ମିଳିପାରି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.