ETV Bharat / bharat

8 ଷ୍ଟେସନରେ ଟିକେଟ ବିକ୍ରି ପୁନଃଆରମ୍ଭ କରିବ ଉତ୍ତରାଞ୍ଚଳ ରେଳବାଇ

author img

By

Published : Jun 12, 2021, 10:33 PM IST

ଉତ୍ତରାଞ୍ଚଳ ରେଳବାଇ ଦିଲ୍ଲୀର 8ଟି ମୁଖ୍ୟ ଷ୍ଟେସନରେ ଟିକେଟ ବିକ୍ରି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

8 ଷ୍ଟେସନରେ ଟିକେଟ ବିକ୍ରି ପୁନଃଆରମ୍ଭ କରିବ ଉତ୍ତରାଞ୍ଚଳ ରେଳବାଇ
8 ଷ୍ଟେସନରେ ଟିକେଟ ବିକ୍ରି ପୁନଃଆରମ୍ଭ କରିବ ଉତ୍ତରାଞ୍ଚଳ ରେଳବାଇ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଇଛି । ତେବେ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଉତ୍ତରାଞ୍ଚଳ ରେଳବାଇ 8ଟି ରେଳ ଷ୍ଟେସନରେ ପୁଣି ଟିକେଟ ବିକ୍ରି ଆରମ୍ଭ କରିବା ପାଇଁ ଶନିବାର ନିଷ୍ପତ୍ତି ନେଇଛି ।

ସହରରେ ସଂକ୍ରମଣ ହ୍ରାସ ପାଇବା ପରେ ପ୍ଲାଟଫର୍ମରେ ଟିକେଟ ବିକ୍ରି କରିବା ପାଇଁ ଉତ୍ତରାଞ୍ଚଳ ରେଳବାଇ ନିଷ୍ପତ୍ତି ନେଇଛି । ସହରର ମୁଖ୍ୟ 8ଟି ସ୍ଥାନରେ ଏହାକୁ କାର୍ଯ୍ୟକାରୀ କରାଯିବ । ତେବେ ଅଯଥା ଜନଗହଳିକୁ ଏଡାଇବା ପାଇଁ ଟିକେଟର ମୂଲ୍ୟକୁ 30 ଟଙ୍କା ବଢାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଉତ୍ତରାଞ୍ଚଳ ଷ୍ଟେସନର ଜେନେରାଲ ମ୍ୟାନେଜର ଆଶୁତୋଷ ଗଙ୍ଗଲ କହିଛନ୍ତି ।

ଏହି ନିଷ୍ପତ୍ତି ପରେ ପାସେଞ୍ଜର ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ, ହାଜ୍ରତ ନିଜାମୁଦ୍ଦିନ, ଆନନ୍ଦ ବିହାର ଟର୍ମିନାଲ, ମିରଟ ସିଟି, ଗାଜିଆବାଦ, ଦିଲ୍ଲୀ ସରାଇ ରୋହିଲ୍ଲା ଓ ଦିଲ୍ଲୀ କ୍ୟାଣ୍ଟ ରେଲୱେ ଷ୍ଟେସନରେ ଏହି ଟିକେଟକୁ ବିକ୍ରି କରାଯିବ । ପାସେଞ୍ଜରଙ୍କ ପାଇଁ ଥିବା ଅନ୍ୟାନ୍ୟ ସେବା ସମ୍ପର୍କରେ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଗଙ୍ଗଲ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.