ETV Bharat / bharat

Vice President Election: ପ୍ରକାଶ ପାଇଲା ବିଜ୍ଞପ୍ତି, ନାମାଙ୍କନ ଆରମ୍ଭ - ଉପରାଷ୍ଟ୍ରପତି ନିର୍ବାଚନ ନାମାଙ୍କନ ଆରମ୍ଭ

ବିଜ୍ଞପ୍ତି ଅନୁସାରେ ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଜୁଲାଇ 19 ରହିଛି ନାମାଙ୍କନ ଦାଖଲର ଶେଷ ଦିନ। ଜୁଲାଇ 20 ରେ ହେବ ପ୍ରାର୍ଥୀ ପତ୍ର ଯାଞ୍ଚ । ଜୁଲାଇ 22 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ଦିନ ରହିଛି । ଅଧିକ ପଢନ୍ତୁ

Vice President Election
Vice President Election
author img

By

Published : Jul 5, 2022, 4:41 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଥିବାବେଳେ ଆଜି ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ( Vice President Election) ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ଅଗଷ୍ଟ 6 ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ।

ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଜୁଲାଇ 19 ରହିଛି ନାମାଙ୍କନ ଦାଖଲର ଶେଷ ଦିନ। ଜୁଲାଇ 20 ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ । ଜୁଲାଇ 22 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ଦିନ ରହିଛି । ଆବଶ୍ୟକ ସ୍ଥଳେ ଯଦି ନିର୍ବାଚନ ହୁଏ ଅଗଷ୍ଟ 6 ରେ ମତଦାନ ହୋଇ ସେହି ଦିନ ଭୋଟ ଗଣତି ହେବ । ନିର୍ବାଚନ ଆୟୋଗ ଲୋକସଭା ସେକ୍ରେଟାରୀ ଜେନେରାଲ ଉତ୍ପଳ କୁମାରଙ୍କୁ ରିଟର୍ଣ୍ଣି ଅଫିସର ଭାବେ ନିୟୋଜିତ କରିଛନ୍ତି ।

ଆସନ୍ତାକାଲି ଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେଉଥିବା ବେଳେ, ଏବେ ଦେଖିବାର କଥା ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେଉଛି ନା ଉଭୟ ସରକାରୀ ବିରୋଧୀ ଦଳ ମିଳିତ ପ୍ରାର୍ଥୀ ଦେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.