ETV Bharat / bharat

ନୋକିଆ ଲଞ୍ଚ କଲା 2ଟି ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର...

ଏଚଏମଡି ଗ୍ଲୋବାଲ ହ୍ୟାଣ୍ଡସେଟ ନିର୍ମାତା କମ୍ପାନି ନୋକିଆ ଭାରତକୁ ତାର ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଅଧିକ ପଢନ୍ତୁ...

author img

By

Published : Feb 15, 2021, 12:26 PM IST

ନୋକିଆ 5.4 ଓ ନୋକିଆ 3.4
ନୋକିଆ 5.4 ଓ ନୋକିଆ 3.4

ନୂଆଦିଲ୍ଲୀ: ଏଚଏମଡି ଗ୍ଲୋବାଲ ହ୍ୟାଣ୍ଡସେଟ ନିର୍ମାତା କମ୍ପାନି ନୋକିଆ ଭାରତରେ ତାର ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଦୁଇଟି ସ୍ମାର୍ଟଫୋନ ହେଲା ନୋକିଆ 5.4 ଓ ନୋକିଆ 3.4।

ଫେବୃଆରୀ 17ରୁ ନୋକିଆ 5.4 ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଏହାର ମୂଲ୍ୟ 14 ହଜାରରୁ 15 ହଜାର ଭିତରେ ରହିଛି । ନୋକିଆ 3.4 ଫେବୃଆରୀ 20ରେ ଫ୍ଲିପକାର୍ଟରେ ଉପଲବ୍ଧ ହେବ । ଏହାର ମୂଲ୍ୟ 12000 ହଜାର ଭିତରେ ରହିଛି ।

ଏଚଏମଡି ଗ୍ଲୋବାଲର ସଭାପତି ମନପ୍ରୀତ ସିଂହ କହିଛନ୍ତି ଚଳିତ ବର୍ଷ ପ୍ରଥମ ଶୁଭାରମ୍ଭରେ ଆମେ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଅଫର ଆଣିଛୁ। ଏହି ଅଫର ଗୁଡିକ ସେମାନଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସମ୍ଭାବନାକୁ ବଢାଇବାରେ ସାହାଯ୍ୟ କରିବ । ଏହା ଏକ ପ୍ୟାକେଜରେ ଉପଲବ୍ଧ ହେବ ଯାହା ସଠିକ ମୂଲ୍ୟ ଓ ବ୍ରାଣ୍ଡର ଅନ୍ତର୍ଭୁକ୍ତ ହେବ ।

ନୋକିଆ 5.4 ସ୍ମାର୍ଟଫୋନରେ କ୍ବାଡ କ୍ୟାମେରା ସେଟଅପ୍ ସହିତ 6.39 ଇଞ୍ଚ ଏଚଡି ପ୍ଲସ୍ ଡିସପ୍ଲେ ରହିଛି । ଏହା ସହିତ 48ଏମପି କ୍ୟାମେରା ରହିଥିବା ବେଳେ 16 ଏମପି ଫ୍ରଣ୍ଟ କ୍ୟାମେରା ରହିଛି । ସେହିପରି ନୋକିଆ 3.4ରେ ମଧ୍ୟ 6.39 ଇଞ୍ଚ ଏଚଡି ପ୍ଲସ୍ ଡିସପ୍ଲେ ରହିଛି । ଦୁଇଟି ସ୍ମାର୍ଟଫୋନ ନୂତନ ରଙ୍ଗ ଓ ଡସ୍କରେ ଉପଲବ୍ଧ ହେବ । ସ୍ମାର୍ଟଫୋନ ସହିତ ନୋକିଆ ପାୱାର ଇରବଡସ୍ ଲାଇଟ୍ ମଧ୍ୟ ଲଞ୍ଚ କରିଛି। ଏଥିରେ ଏକ ପ୍ରିମିୟମ୍ ନର୍ଡିକ୍ ଡିଜାଇନ ଚାର୍ଜିଂ ବ୍ୟବସ୍ଥା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.