ETV Bharat / bharat

Bihar Politics: ପଦ ବଜାୟ ରଖିବେ ନିତୀଶ, ତେଜସ୍ୱୀ ହେବେ ଉପମୁଖ୍ୟମନ୍ତ୍ରୀ

author img

By

Published : Aug 9, 2022, 3:49 PM IST

ନିତୀଶ କୁମାର ରହିବେ ବିହାର ମୁଖ୍ୟମନ୍ତ୍ରୀ । ତେଜସ୍ବୀ ଯାଦବ ହେବେ ଉପ ମୁଖ୍ୟମନ୍ତ୍ରୀ ! ତେଜ ପ୍ରତାପ ମଧ୍ୟ କ୍ୟାବିନେଟରେ ହେବେ ସାମିଲ । ବିହାରରେ JDU-BJP ମେଣ୍ଟ ଭାଙ୍ଗିବା ପରେ ନିତୀଶ କୁମାରଙ୍କ ଦଳ (JDU), RJD ସହ ମିଶି ସରକାର ଗଠନ କରିବାକୁ ଯାଉଛି । ଅଧିକ ପଢନ୍ତୁ

Etv BharatBihar politics: ପଦ ବଜାୟ ରଖିବେ ନୀତିଶ, ତେଜସ୍ବୀ ହେବେ ଉପମୁଖ୍ୟମନ୍ତ୍ରୀ
Etv BharBihar politics: ପଦ ବଜାୟ ରଖିବେ ନୀତିଶ, ତେଜସ୍ବୀ ହେବେ ଉପମୁଖ୍ୟମନ୍ତ୍ରୀat

ପାଟନା: ବିହାରରେ JDU-BJP ମେଣ୍ଟ ଭାଙ୍ଗିବା ପରେ ନିତୀଶ କୁମାରଙ୍କ ଦଳ (JDU), RJD ସହ ମିଶି ସରକାର ଗଠନ କରିବାକୁ ଯାଉଛି । ଏହାରି ମଧ୍ୟରେ ରାଜ୍ୟପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନିତିଶ ମଧ୍ୟ ସାକ୍ଷାତ ପାଇଁ ସମୟ ମାଗି ସାରିଛନ୍ତି । ତେବେ ନୂଆ ସରକାରର ରୂପରେଖ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହି ସରକାରରେ ମଧ୍ୟ ନୀତିଶ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ନେଇ ମଧ୍ୟ ସୂଚନା ମିଳିଛି । RJD ନେତା ତେଜସ୍ବୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ହେବା ସହ ତାଙ୍କ ବଡ ଭାଇ ତେଜ ପ୍ରତାପ ଯାଦବଙ୍କୁ ମଧ୍ୟ କ୍ୟାବିନେଟରେ ସ୍ଥାନ ମିଳିବା ନେଇ ମଧ୍ୟ ସୂଚନା ରହିଛି ।

  • RJD likely to extend support to Nitish Kumar. There'll be no differences on allotment of portfolios. Tejashwi Yadav said that they have a strength of 160. If BJP attempts to create instability or tries to push for President's Rule, we'll give them a "befitting reply": RJD Sources

    — ANI (@ANI) August 9, 2022 " class="align-text-top noRightClick twitterSection" data=" ">

ତେବେ ନୂଆ ସରକାର କରିବାକୁ ଅଣ୍ଟା ଭିଡିଥିବା JDU, RJD ପାଖରେ 160 ଆସନ ରହିଛି । ଏପରି ସ୍ଥଳେ ସରକାର ଗଠନ କରିବାରେ କୌଣସି ସମସ୍ୟା ହେବନାହିଁ ବୋଲି RJD କହିଛି । କୌଣସି ପରିସ୍ଥିତିରେ ଯଦିି ବିଜେପି ସରକାର ଭାଙ୍ଗିବା ପରେ ରାଷ୍ଟ୍ରପତି ଶାସନ ଲାଗି କରିବା ପାଇଁ ରାଜ୍ୟପାଳଙ୍କୁ ଦାବି କରେ ତେବେ ଏହା ବିରୋଧରେ ବିଜେପିକୁ ସଠିକ ଉତ୍ତର ମିଳିବ । ମହାଗଠବନ୍ଧନ ଭାଙ୍ଗିବା ପରେ 5ବର୍ଷ ପରେ ପୁଣି ଥରେ ବିହାରରେ ସହକାରରେ ସହଯୋଗୀ ହେବାକୁ ଯାଉଛି ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ।

  • Our government will give first priority to unemployed youth: RJD Sources

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.