ETV Bharat / bharat

୬ ମାସ ସୁଦ୍ଧା ଆସିବ Flex-Fuel ଯାନ - ଆସିବ ଫ୍ଲେକ୍ସ ଫୁଏଲ ଇଞ୍ଜିନ ଯୁକ୍ତ ଯାନ

ଆସ୍ତନା ୬ ମାସ ଭିତରେ ଦେଶକୁ ଆସିବ ଫ୍ଲେକ୍ସ ଫୁଏଲ ଇଞ୍ଜିନ ଯୁକ୍ତ ଯାନ (Flex-Fuel Vehicles Within 6 Months in India) । ଏ ନେଇ ଅଟୋ ମୋବାଇଲ ନିର୍ମାତା କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ । ଅଧିକ ପଢନ୍ତୁ

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ

author img

By

Published : Dec 28, 2021, 9:29 AM IST

ନୂଆଦିଲ୍ଲୀ: ପେଟ୍ରୋଲିୟମ ସାମଗ୍ରୀ ଉତ୍ପାଦନ ହ୍ରାସ କରିବା ଦିଗରେ ବିକଳ୍ପ ହେବ ଫ୍ଲେକ୍ସ ଫୁଏଲ ଇଞ୍ଜିନ ଯୁକ୍ତ ଯାନ । ଆସ୍ତନା ୬ ମାସ ଭିତରେ ଦେଶକୁ ଆସିବ ଫ୍ଲେକ୍ସ ଫୁଏଲ ଇଞ୍ଜିନ ଯୁକ୍ତ ଯାନ (Flex-Fuel Vehicles Within 6 Months in India) । ଏ ନେଇ ଅଟୋ ମୋବାଇଲ ନିର୍ମାତା କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ।

ଏଭଳି ଇଞ୍ଜିନ ଯୁକ୍ତ ଯାନ ଏବଂ ଫ୍ଲେକ୍ସ ଫୁଏଲ ଷ୍ଟ୍ରଙ୍ଗ ଇଲେକ୍ଟ୍ରି ଭେଇକିଲ ଉତ୍ପାଦନ କରିବାକୁ କମ୍ପାନୀଗୁଡିକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ଯାନଗୁଡିକ ବିଏସ-୬ ନିର୍ଗମନ ନିୟମକୁ ମଧ୍ୟ ଅନୁପାଳନ କରିବ । ପେଟ୍ରୋଲିୟମ ସାମଗ୍ରୀ ଉତ୍ପାଦନ ହ୍ରାସ କରିବା ଦିଗରେ ଏହାକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାଦ୍ବାରା ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତକୁ ମଧ୍ୟ ଧୀରେ ଧୀରେ ହ୍ରାସ କରାଯାଇପାରିବ ।

ସିଓପି ୨୬ କ୍ଷେତ୍ରରେ କେନ୍ଦ୍ର ସରକାର ପ୍ରତିବଦ୍ଧତା ଦିଗରେ ଏହା ଯୋଗଦାନ ରଖିବ । ୨୦୩୦ ସୁଦ୍ଧା ୧୦୦୦ କୋଟି ଟନ କାର୍ବନ ମେସିନକୁ ଏହି ଯାନ ଦ୍ବାରା କମାଇବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.