ETV Bharat / bharat

କୋରୋନା କାଳରେ ଅର୍ଥମନ୍ତ୍ରୀଙ୍କ ଶିଳ୍ପ ସମୀକ୍ଷା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଶିଳ୍ପ ସମ୍ବନ୍ଧୀୟ ବିଭିନ୍ନ ବିଷୟକୁ ନେଇ ବ୍ୟବସାୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 19, 2021, 12:31 PM IST

ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ
ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଶିଳ୍ପ ସମ୍ବନ୍ଧୀୟ ବିଭିନ୍ନ ବିଷୟକୁ ନେଇ ବ୍ୟବସାୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି । କୋରୋନା ମହାମାରୀରେ ଶିଳ୍ପର ଗତିଶୀଳତା ଉପରେ ଏକ ସବିଶେଷ ତଥ୍ୟ ନେଇଛନ୍ତି ଅର୍ଥମନ୍ତ୍ରୀ ।

କେନ୍ଦ୍ର ସରକାର ବିଭିନ୍ନ ସ୍ତରରେ କୋଭିଡ ସ୍ଥିତି ପରିଚାଳନା କରୁଛନ୍ତି । ଜୀବନ ଓ ଜୀବିକାକୁ ବଞ୍ଚାଇବାକୁ ବିଭିନ୍ନ ରାଜ୍ୟ ସହିତ ମିଶି କାମ କରୁଛନ୍ତି କେନ୍ଦ୍ର ସରକାର ବୋଲି ଟ୍ବିଚ କରି କହିଛନ୍ତି ଅର୍ଥମନ୍ତ୍ରୀ । ପ୍ରତ୍ୟେକ ବ୍ୟବସାୟ ବିଷୟରେ ଫୋନରେ କଥା ହୁଅନ୍ତୁ । ଶିଳ୍ପ ଓ ଆସୋସିଏସନ୍ ସମ୍ବନ୍ଧୀୟ ପ୍ରସଙ୍ଗରେ ସେମାନଙ୍କର ତଥ୍ୟ ନିଅନ୍ତୁ । ଶିଳ୍ପ କ୍ଷେତ୍ରରେ ଦେଶ କିପରି ସୁଦୃଢ ହେବ ସେ ନେଇ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରତ୍ୟେକ ସ୍ତରରେ ଭାରତ ସରକାର ଅଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ।

ଆୟୋଜିତ ଆଲୋଚନାରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ, ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ ବାଣିଜ୍ୟ ଏବଂ ଶିଳ୍ପର (ଏଫଆଇସିସିଆଇ) ସଦ୍ୟସ ଉଦୟ ଶଙ୍କର, ବେଙ୍ଗଲ ଚାମ୍ବରର ସଦ୍ୟସ ଦେବ ମୁଖାର୍ଜୀ ଏବଂ ହିରୋ ମୋଟୋକ୍ରପର ସଦ୍ୟସ ପୱନ ମୁନଜାଲ ଉପସ୍ଥିତ ଥିଲେ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.