ETV Bharat / bharat

92 ବର୍ଷରେ ଓ୍ବାର୍ଡମେମ୍ବର ନିର୍ବାଚିତ ହେଲେ ବୃଦ୍ଧା

author img

By

Published : Feb 15, 2021, 3:38 PM IST

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଜଣେ 92 ବର୍ଷୀୟ ମହିଳା ଓ୍ବାର୍ଡମେମ୍ବର ଭାବେ ନିର୍ବାଚିତ ହେବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ....

ଓ୍ବାର୍ଡସଭ୍ୟା ଭାବେ ନିର୍ବାଚିତ ହେଲେ 92 ବର୍ଷୀୟା ମହିଳା

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଜଣେ 92 ବର୍ଷୀୟା ମହିଳା ଓ୍ବାର୍ଡମେମ୍ବର ଭାବେ ନିର୍ବାଚିତ ହେବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବ ଗୋଦାବରୀ ଜିଲ୍ଲାର ମାଧବରାୟଡୁପେଲମ ଗ୍ରାମରେ ଜଣେ 92 ବର୍ଷୀୟା ମହିଳା ଗ୍ରାନ୍ଧି ଲକ୍ଷ୍ମୀନରଶମ୍ମା ସ୍ଥାନୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ସହ ବିଜୟୀ ହୋଇଥିବା ଜଣାପଡିଛି ।

92 ବର୍ଷୀୟା ଗ୍ରାନ୍ଧି ଲକ୍ଷ୍ମୀନରଶମ୍ମା ସ୍ଥାନୀୟ ପଞ୍ଚାୟତ ନିର୍ବାଚନରେ ଓ୍ବାର୍ଡମେମ୍ବର ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ପରେ ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ମଧ୍ୟ ପ୍ରଦାନ କରାଯାଇଥିଲା । ସେ ନିର୍ବାଚନରେ 13 ଖଣ୍ଡ ଭୋଟରେ ନିଜ ନିକଟତମ ପ୍ରତିଦ୍ବନ୍ଦିଙ୍କୁ ହରାଇ ବିଜୟୀ ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.