ETV Bharat / bharat

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରଭାବିତଙ୍କୁ ଅଭିଯୋଗ ପାଇଁ NHRCର ପରାମର୍ଶ

author img

By

Published : Jun 28, 2021, 7:00 AM IST

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗରେ ଗୁରୁତ୍ବ ପ୍ରକାଶ କରିଛନ୍ତି ଜାତୀୟ ମାନବାଧିକାର ଆୟୋଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଠିତ ହେଲା କମିଟି। ଅନଲାଇନରେ ମଧ୍ୟ କରିହେବ ଅଭିଯୋଗ। ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରଭାବିତଙ୍କୁ ଅଭିଯୋଗ କରିବା ପାଇଁ NHRCର ପରାମର୍ଶ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗରେ ଗୁରୁତ୍ବ ପ୍ରକାଶ କରିଛନ୍ତି ଜାତୀୟ ମାନବାଧିକାର ଆୟୋଗ । ନିର୍ବାଚନୀ ପରିବର୍ତ୍ତୀ ହିଂସାରେ ପ୍ରଭାବିତ ବା ପୀଡିତ ବ୍ୟକ୍ତି ଓ ପରିବାର ଆୟୋଗ ନିକଟରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଛି ଆୟୋଗ । NHRC କମିଟି ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବରେ,ମେଲ କିମ୍ବା ଟେଲିଫୋନ୍ ମାଧ୍ୟମରେ ଅଭିଯୋଗ କରିବା ପାଇଁ ଆୟୋଗ କହିଛି । ଏନେଇ ଆୟୋଗ ପକ୍ଷରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସବିଶେଷ ସୂଚନା ଦିଆଯାଇଛି ।

ପ୍ରେସ ବାର୍ତ୍ତାରେ ଆୟୋଗ ପକ୍ଷରୁ କୁହାଯାଇଛି, ପଶ୍ଚିମବଙ୍ଗ ଉଚ୍ଚ ନ୍ୟାୟାଳଙ୍କ ନିର୍ଦ୍ଦେଶକ୍ରମେ ଆୟୋଗ ଏକ କମିଟି ଗଠନ କରିଛି । ଆୟୋଗର ଅଧ୍ୟକ୍ଷ ଏଚ ଏମ ଶ୍ରୀ ରାଜୀବ ଜୈନ ଏହି କମିଟିର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ଏହି ଆୟୋଗ ନିର୍ବାଚନ ସମୟରେ ଓ ପରବର୍ତ୍ତୀ ସମୟରେ ହୋଇଥିବା ହିଂସାରେ ମାନବାଧିକାର ପ୍ରଭାବିତ ହେବା ପରି ମାମଲା ଓ ଅଭିଯୋଗ ଗୁଡିକର ତଦନ୍ତ ଓ ଶୁଣାଣି କରିବ । ଏନେଇ ପ୍ରଭାବିତ ହୋଇଥିବା ବ୍ୟକ୍ତିବିଶେଷମାନେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମଧ୍ୟ ଆୟୋଗଙ୍କ ନିକଟରେ ଅଭିଯୋଗ କରିପାରିବେ । ଏନେଇ ଆୟୋଗ ପକ୍ଷରୁ ଏକ ଇ-ମେଲ ଆଇଡି nhrcwrit142@gmail.com କିମ୍ବା ଆୟୋଗର ସଦସ୍ୟମାନଙ୍କ ସିଧାସଳଖ ଯୋଗାଯୋଗ କରିବା ପାଇଁ ଏକ ଫୋନ ନମ୍ବର 8826705906 ରେ ମଧ୍ୟ ଯୋଗାଯୋଗ କରିବା ନେଇ ପରାମର୍ଶ ଦେଇଛି ଆୟୋଗ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.