- ଆଜି ଆଫଗାନିସ୍ତାନ ସ୍ଥିତି ନେଇ ୟୁରୋପ ମହାସଂଘର ଜରୁରୀ ବୈଠକ ।
- ଆଜି ଜାତିସଂଘ ମୁଖ୍ୟଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।
- ଆଜି ଆଫଗାନ ସ୍ଥିତି ନେଇ ପୁଣି ଥରେ ବସିବ ଉଚ୍ଚସ୍ତରୀୟ ବୈଠକ । NSA ଡୋଭାଲ, CDS, କ୍ୟାବିନେଟ ସେକ୍ରେଟାରୀ କରିବେ ବୈଠକ ।
- ଆଜି ଦେଶରେ ଏକାଧିକ ବିଦ୍ୟୁତ ଯାନ କରିଡର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।
- ଆଜି ପୁଣି ଦେଶବ୍ୟାପୀ ଜନ ଆର୍ଶିବାଦ ଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ ।
- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।
- ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ନେଇ ଆଜି ବାଚସ୍ପତିଙ୍କ ବୈଠକ ।
- ଆଜି ରାଜ୍ୟ ସରକାରଙ୍କ ବଡ ବୈଠକ । ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ।
- ଆଜିଠୁ ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା । ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।
- ଆଜି ଟୋକିଓ ଯିବେ ଭାରତୀୟ ପାରାଅଲିମ୍ପିଆନ ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
- ଆଜି ଆଫଗାନିସ୍ତାନ ସ୍ଥିତି ନେଇ ୟୁରୋପ ମହାସଂଘର ଜରୁରୀ ବୈଠକ ।
- ଆଜି ଜାତିସଂଘ ମୁଖ୍ୟଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।
- ଆଜି ଆଫଗାନ ସ୍ଥିତି ନେଇ ପୁଣି ଥରେ ବସିବ ଉଚ୍ଚସ୍ତରୀୟ ବୈଠକ । NSA ଡୋଭାଲ, CDS, କ୍ୟାବିନେଟ ସେକ୍ରେଟାରୀ କରିବେ ବୈଠକ ।
- ଆଜି ଦେଶରେ ଏକାଧିକ ବିଦ୍ୟୁତ ଯାନ କରିଡର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।
- ଆଜି ପୁଣି ଦେଶବ୍ୟାପୀ ଜନ ଆର୍ଶିବାଦ ଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ ।
- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।
- ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ନେଇ ଆଜି ବାଚସ୍ପତିଙ୍କ ବୈଠକ ।
- ଆଜି ରାଜ୍ୟ ସରକାରଙ୍କ ବଡ ବୈଠକ । ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ।
- ଆଜିଠୁ ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା । ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।
- ଆଜି ଟୋକିଓ ଯିବେ ଭାରତୀୟ ପାରାଅଲିମ୍ପିଆନ ।
Last Updated : Aug 18, 2021, 7:29 AM IST