ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Jun 10, 2021, 7:11 AM IST

Updated : Jun 10, 2021, 7:34 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜିଠୁ ବିନା ପଞ୍ଜୀକରଣରେ ଦ୍ବିତୀୟ ଡୋଜ ଟୀକା ନେବେ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ।

2. ଆଜି ସଧବା ମହିଳାଙ୍କ ପବିତ୍ର ଦିନ ସାବିତ୍ରୀ ବ୍ରତ । ମହାମାରୀ ପାଇଁ ମନ୍ଦିର ମନା ।

3. ଆଜି ଶ୍ରୀମନ୍ଦିରରେ ଟୋକନ ମାଧ୍ୟମରେ ମହାପ୍ରସାଦ ପାଇବେ ଭକ୍ତ ।

4. ଆଜି 4ଟି ଜିଲ୍ଲା ବାଲେଶ୍ବର, ଜଗତସିଂହପୁର, କନ୍ଧମାଳ ଓ ଖୋର୍ଦ୍ଧାରେ ହେବନି ଟୀକାକରଣ ।

5. ଆଜି ବି ଜାରି ରହିବ ବିଜେଡିର ରକ୍ତଦାନ ଶିବିର କାର୍ଯ୍ୟକ୍ରମ । ଦିନକୁ 100 ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ।

6. ଆଜି ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । କିନ୍ତୁ ଭାରତରେ ଦେଖିବାକୁ ମିଳିବନି ପରାଗ ।

7.ଆଜିଠୁ ତେଲେଙ୍ଗାନାରେ ଆଉ 10 ଦିନ ବଢିଲା ଲକଡାଉନ । ସକାଳ 6ରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ।

8. ଯୁକ୍ତ3 ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି । ସିଟ୍ ସମ୍ପର୍କିତ ତଥ୍ୟ ଦେବାକୁ ଶିକ୍ଷାନୁଷ୍ଠାନ ଗୁଡିକୁ ନିର୍ଦ୍ଦେଶ ।

9. ଆଜିଠୁ 4 ଦିନ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା । ଆସିପାରେ ବନ୍ୟା । ପାଣିପାଗ ବିଭାଗର ସୂଚନା ।

10. ଆଜିଠୁ ଇଂଲଣ୍ଡ-ନ୍ୟୁଜିଲାଣ୍ଡର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ।

Last Updated : Jun 10, 2021, 7:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.