ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Apr 2, 2021, 6:59 AM IST

Updated : Apr 2, 2021, 7:08 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି 3 ସେନା ପ୍ରମୁଖଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

2- ଆଜି ମଧ୍ୟ ସାରା ଦେଶରେ ଚାଲିବ କୋରୋନା ଟୀକାକରଣ ।

3- ଦେଶରେ କୋଭିଡ ସ୍ଥିତି ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନରେ ପ୍ରେସମିଟ ।

4- ଆଜି ପୁଣି ତାମିଲନାଡୁ କେରଳରେ ନିର୍ବାଚନୀ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଉଭୟ ରାଜ୍ୟରେ 4 ଟି ସମାବେଶ କରିବେ ମୋଦି ।

5- ଆଜି ପଶ୍ଚିମବଙ୍ଗରେ ନିର୍ବାଚନୀ ରାଲି କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

6- ଆଜି ଆସାମରେ ନିର୍ବାଚନୀ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

7- ଆଜି ଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

8- ଆଜି ଠୁ ରାଜ୍ୟରେ ହ୍ରାସ ପାଇବ ତାତି । ରାତିରେ ବଢିପାରେ ପାରଦ ।

9- ଆଜି ଆଦିକବି ସାରଳା ଦାସଙ୍କ 6 ଶହ ତମ ଜନ୍ମଦିବସ । ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ଉପ-ରାଷ୍ଟ୍ରପତି ।

10-ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ବିଭିନ୍ନ ପ୍ରସଙ୍ଗରେ କରିବେ ସମୀକ୍ଷା ।

Last Updated : Apr 2, 2021, 7:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.