ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Mar 31, 2021, 7:00 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

1- ଆଜି ପୂର୍ବାହ୍ନ 10.30 ରେ କେନ୍ଦ୍ରୀୟ କ୍ୟାବିନେଟ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

2- ଆଜି ଆସାମରେ 3 ଟି ନିର୍ବାଚନ ରାଲି କରିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ।

3- ଆଜି ଆସାମ ଓ ପଶ୍ଚିମବଙ୍ଗରେ 6 ଟି ନିର୍ବାଚନୀ ରାଲି କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।

4- ଆଜି ତାମିଲନାଡୁରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ତୋଫାନୀ ନିର୍ବାଚନୀ ପ୍ରଚାର ।

5- ଅନିଲ ଦେଶମୁଖ 100 କୋଟି ଅସୁଲି ପ୍ରସଙ୍ଗ । ଆଜି ଶୁଣାଣି କରିବେ ବମ୍ବେ ହାଇକୋର୍ଟ ।

6- ଆଜି ଆସିବ ଆଉ ତିନୋଟି ରାଫେଲ । ସନ୍ଧ୍ୟା 7ଟାରେ ଗୁଜୁରାଟରେ ପହଞ୍ଚିବ ।

7- ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । କୋଭିଡ ସଂକଟ ବେଳେ ଦେଶରେ ଶିକ୍ଷାଦାନକୁ ନେଇ ହେବ ସମୀକ୍ଷା ।

8- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।

9- ଆଜି ବିଧାସଭାରେ ଆଗତ ହେବ ବ୍ୟୟମଞ୍ଜୁରି ବିଲ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନା କରିବେ ବିଲ ।

10- ଆଜି ଶ୍ରୀମନ୍ଦିରରେ ବନକ ଲାଗିନୀତି । ଅପରାହ୍ନ 4 ଟା ରୁ 8 ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.