- ଆଜି ଦେଶ ପାଳୁଛି 72 ତମ ସାଧାରଣତନ୍ତ୍ର ଦିବସ
- ସାଧାରଣତନ୍ତ୍ର ଦିବସରେ ଆଜି ଦିଲ୍ଲୀ ରାଜପଥ ହେବ ଜାତୀୟସ୍ତରୀୟ ପରେଡ, ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି
- ଆଜି ନ୍ୟାସନାଲ ୱାର ମେମୋରିଆଲରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ
- କୃଷି ଆଇନକୁ ବିରୋଧ ଆଜି ଦିଲ୍ଲୀରେ ଚାଷୀଙ୍କ ବିଶାଳ ଟ୍ରାକ୍ଟର ରାଲି
- ଆଜି ସେନାର ସୁଦକ୍ଷ ଯବାନଙ୍କୁ ବୀରତା ସମ୍ମାନରେ କରାଯିବ ସମ୍ମାନିତ ।
- ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ଅଂଶଗ୍ରହଣ କରିବ ଲଦାଖର ପ୍ରଜ୍ଞାପନ ମେଢ ।
- ରାଜ୍ୟସ୍ତରୀୟ ପରେଡ ପାଇଁ ସକାଳ 06.30 ରୁ 09 ଟା ଯାଏ ବନ୍ଦ ରହିବ ଗାନ୍ଧୀ ମାର୍ଗ
- ଆଜି ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ଗଶେଣୀ ଲାଲ, ମୁଖ୍ୟଅତିଥି ଭାବେ ଯୋଗଦେବେ ମୁଖ୍ଯମନ୍ତ୍ରୀ ।
- ସାଧାରଣତନ୍ତ୍ର ଦିବସରେ ସାରା ବିଶ୍ବ ଦେଖିବ ଓଡିଶାର ଝଲକ । ରାଜପଥରେ ଏଥର ଗର୍ଜିବ କଳାହାଣ୍ଡିର ଲୋକ ନୃତ୍ୟ ବଜାଶାଲ ।
- ଆଜି ୧୨.୩୦ ଟା ସମୟରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳା-୨୦୨୧ର ଶୁଭ ଉଦଘାଟନ କରିବେ।
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ପ୍ରମୁଖ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
- ଆଜି ଦେଶ ପାଳୁଛି 72 ତମ ସାଧାରଣତନ୍ତ୍ର ଦିବସ
- ସାଧାରଣତନ୍ତ୍ର ଦିବସରେ ଆଜି ଦିଲ୍ଲୀ ରାଜପଥ ହେବ ଜାତୀୟସ୍ତରୀୟ ପରେଡ, ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି
- ଆଜି ନ୍ୟାସନାଲ ୱାର ମେମୋରିଆଲରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ
- କୃଷି ଆଇନକୁ ବିରୋଧ ଆଜି ଦିଲ୍ଲୀରେ ଚାଷୀଙ୍କ ବିଶାଳ ଟ୍ରାକ୍ଟର ରାଲି
- ଆଜି ସେନାର ସୁଦକ୍ଷ ଯବାନଙ୍କୁ ବୀରତା ସମ୍ମାନରେ କରାଯିବ ସମ୍ମାନିତ ।
- ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ଅଂଶଗ୍ରହଣ କରିବ ଲଦାଖର ପ୍ରଜ୍ଞାପନ ମେଢ ।
- ରାଜ୍ୟସ୍ତରୀୟ ପରେଡ ପାଇଁ ସକାଳ 06.30 ରୁ 09 ଟା ଯାଏ ବନ୍ଦ ରହିବ ଗାନ୍ଧୀ ମାର୍ଗ
- ଆଜି ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ଗଶେଣୀ ଲାଲ, ମୁଖ୍ୟଅତିଥି ଭାବେ ଯୋଗଦେବେ ମୁଖ୍ଯମନ୍ତ୍ରୀ ।
- ସାଧାରଣତନ୍ତ୍ର ଦିବସରେ ସାରା ବିଶ୍ବ ଦେଖିବ ଓଡିଶାର ଝଲକ । ରାଜପଥରେ ଏଥର ଗର୍ଜିବ କଳାହାଣ୍ଡିର ଲୋକ ନୃତ୍ୟ ବଜାଶାଲ ।
- ଆଜି ୧୨.୩୦ ଟା ସମୟରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳା-୨୦୨୧ର ଶୁଭ ଉଦଘାଟନ କରିବେ।
Last Updated : Jan 26, 2021, 7:17 AM IST