- ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ
- ଆଜି ସ୍ବର୍ଗତ ହରମୋହନ ସିଂ ଯାଦବଙ୍କ ଦଶମ ବାର୍ଷିକୀ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ମୋଦି
- ଆଜି ଏୟାରଲିଫ୍ଟ ହେବେ ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ
- ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର
- ଆଜି ଆଧାର-ଭୋଟର କାର୍ଡ ଲିଙ୍କ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି
- ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
- ଆଜି ଠାରୁ କଳିଙ୍ଗରେ ସାଫ୍ ଚାମ୍ପିଅନସିପ
- ଜାତୀୟ ଗାଲିସିୟନ୍ ଦିବସ
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଆଜିର ବଡ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ୍, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ
- ଆଜି ସ୍ବର୍ଗତ ହରମୋହନ ସିଂ ଯାଦବଙ୍କ ଦଶମ ବାର୍ଷିକୀ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ମୋଦି
- ଆଜି ଏୟାରଲିଫ୍ଟ ହେବେ ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ
- ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର
- ଆଜି ଆଧାର-ଭୋଟର କାର୍ଡ ଲିଙ୍କ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି
- ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
- ଆଜି ଠାରୁ କଳିଙ୍ଗରେ ସାଫ୍ ଚାମ୍ପିଅନସିପ
- ଜାତୀୟ ଗାଲିସିୟନ୍ ଦିବସ
Last Updated : Jul 25, 2022, 7:25 AM IST