ETV Bharat / bharat

News Today: ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Feb 6, 2022, 7:01 AM IST

Updated : Feb 6, 2022, 7:21 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜିର ବଡଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ।
  • ଆଜିଠୁ ୩ ଦିନିଆ ଭାରତ ଗସ୍ତରେ ଆସିବେ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ।
  • ଆଜି କୋଭିଡ ସ୍ଥିତି ନେଇ ହୋଇପାରେ ସ୍ବାସ୍ଥ୍ୟମନ୍ତ୍ରଣାଳୟର ବୈଠକ ।
  • ଆଜି ପଞ୍ଜାବରେ ନିର୍ବାଚନ ପାଇଁ ସ୍ପଷ୍ଟ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।
  • ଆଜି ରାଜ୍ୟରେ ହୋଇପାରେ କୋଭିଡ ସ୍ଥିତି ସମୀକ୍ଷା ।
  • ଆଜି ପଶ୍ଚିମ ୟୁପିରେ ରାଲି କରିବେ ଗୃହମନ୍ତ୍ରୀ ଅମିତ ଶାହ ।
  • ଆଜି ଭାରତ- ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ।
  • winter beijing olympics, ଆଜି ୩ଟି ବିଭାଗରେ ହେବ କ୍ରୀଡା ।
  • Pro Kabaddi; ଆଜି ବେଙ୍ଗଲ ୱାରିଅରସ-ପାଟନା ଫାଇଟ ।
  • ଆଜି ରାଜ୍ୟରେ ଜାରି ରହିବ ଘନ କୁହୁଡି ସହ ଶୀତ ।

Last Updated : Feb 6, 2022, 7:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.