NEWS TODAY: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- କୋରୋନା ସ୍ଥିତି ନେଇ ଆଜି ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ EC ।
- ଆଜି ଭୁବନେଶ୍ବରରେ ପାଇକ ସମାବେଶ । ମାଷ୍ଟରକ୍ୟାଣ୍ଟିନରୁ ଏକାମ୍ର ହାଟ ଯାଏ ଶୋଭାଯାତ୍ରା ।
- ଆଜି ହିମାଞ୍ଚଳ ପ୍ରଦେଶ ମଣ୍ଡିରେ ଜନସଭାକୁ ସମ୍ବୋଧିତ କରିବେ ମୋଦି ।
- ଆଜି କଂଗ୍ରେସ ପାଳିବ ୧୦୦ତମ ପ୍ରତିଷ୍ଠା ଦିବସ ।
- ଆଜିଠାରୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ । ରାତି ୧୧ ଟାରୁ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା ।
- ଆଜିଠୁ ଦିଲ୍ଲୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ ।
- ଆଜି ତପସ୍ବିନୀ-ସୁମିତ ପାରିବାରିକ ମାମଲାର ଶୁଣାଣି ।
- ଆଜି 11 ଜିଲ୍ଲାରେ ଘନ କୁହୁଡି । କିଛି ଜିଲ୍ଲାରେ ହୋଇପାରେ ବର୍ଷା ।
- ଆଜିଠୁ ଓଡିଶା-ଝାରଖଣ୍ଡ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ସିରିଜ ।
- ଆଜିଠୁ ଜାତୀୟ ସିନିୟର ବାସ୍କେଟବଲ ଚମ୍ପିଆନସିପ ଆରମ୍ଭ ।